Latest Odisha News

BREAKING NEWS

Browsing Tag

Health issue

AIIMSରେ ନେଣଦେଣ ହେବ ସହଜ, ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ। ଯାହା ଦ୍ୱାରା ରୋଗୀ କିମ୍ବା ତାଙ୍କସମ୍ପର୍କୀୟଙ୍କୁ ନେଣଦେଣରେ ଆଉ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ। AIIMSର କିଛି ବିଭାଗରେ ପରୀକ୍ଷାମୂଳକ…

ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ‘‘ଏଗ୍‌ ରୋଲ୍’’

ଭୁବନେଶ୍ୱର: ଯଦି ଆପଣ ଜଣେ ଷ୍ଟ୍ରୀଟ୍‌ ଫୁଡ୍‌ ଲଭର ହୋଇଥାନ୍ତି ତେବେ ଆପଣଙ୍କୁ କିଛିଟା କଥା ଜାଣିବା ନୀହାତି ଦରକାର । କାରଣ ଆପଣ ଯେଉଁ ଜିନିଷକୁ ହେଲ୍ଦି ଫୁଡ୍‌ ଭାବି ଖାଉଛନ୍ତି ତାହା ଆପଣଙ୍କ ଶରୀରରେ ସିରା ପ୍ରସିରାକୁ ବ୍ଲକେଜ୍‌ କରିବାର କାରଣ ହୋଇପାରେ । ବିଶେଷ କରି ଯଦି ଆପଣଙ୍କର ହାଇ…

ପିଆଜର କଳା ଆସ୍ତରଣ ବଢାଇ ପାରେ ରୋଗର ସମସ୍ୟା 

ଭୁବନେଶ୍ୱର: ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ…

ଡ଼ରାଉଛି କିଡନୀ ରୋଗ: ଭୟରେ ଗ୍ରାମବାସୀ !

ନୂଆପଡ଼ା: ଡ଼ରାଉଛି କିଡନୀ ରୋଗ, ଭୟରେ ଗ୍ରାମବାସୀ । କିଡନୀ ରୋଗରେ ପୀଡିତ ହୋଇ ଦୁଇ ତିନି ବର୍ଷ ଭିତରେ ଆଠ ରୁ ଦଶ ଜଣଙ୍କର ଜୀବନ ଗଲାଣି । ବର୍ତ୍ତମାନ ତିରିଶ ରୁ ଉର୍ଦ୍ଧ ଲୋକେ ରୋଗାକ୍ରାନ୍ତ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ୍ କରୁଛନ୍ତି। ଏତେ ସବୁ ପରେ ମଧ୍ୟ ପ୍ରଶାସନ ଓ ଜିଲ୍ଲା…

ଅଭିଶପ୍ତ ଚନ୍ଦାବିଲା, ସାତ ସପନ ସ୍ୱାସ୍ଥ୍ୟ ସେବା

ବାରିପଦା: ରାଜ୍ୟବାସିନ୍ଦାଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ସ୍ୱାସ୍ଥ୍ୟ ଯୋଜନା । ହେଲେ ମୟୁରଭଂଜ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଗାଁର ଲୋକେ କିନ୍ତୁ ପ୍ରାଥମିକ ଚିକିତ୍ସାରୁ ବଂଚିତ ରହିଛନ୍ତି । କଥାଟା ଶୁଣିବାକୁ ଯେତିକି ଅବିଶ୍ୱସନୀୟ, ସେତିକି ଚିନ୍ତାଜନକ ମଧ୍ୟ । ବାରିପଦା ବ୍ଲକ ଅନ୍ତର୍ଗତ…

ରହସ୍ୟ ଘେରରେ କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟାବସ୍ଥା; ଡାକ୍ତରୀ ଦଳ ପଠାଇଲା ଚାଇନା !

ନ୍ୟୁୟର୍କ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆମେରିକା ଓ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ମିଡିଆ କିମ୍ ଜୋଙ୍ଗ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ଦାବି କରିଛନ୍ତି । ଏପରି ସ୍ଥିତିରେ ଚାଇନା ନିଜର ଏକ…