ଝାରସୁଗୁଡାବାସୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନର ସୁବିଧା
ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ ହୋଇଛି । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମେସିନର ଲୋକାର୍ପିତ କରିଛନ୍ତି । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି…