Latest Odisha News
Browsing Tag

health tips

ଆପଣଙ୍କ ଶରୀରକୁ ଫିଟ୍ ରଖିବକି ଚିଟ୍ ମିଲ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିଟ୍ ମିଲ୍ କଣ ? ଚିଟ୍ ମିଲ୍ ସତରେ ଆପଣଙ୍କ ଶରୀରକୁ ଫିଟ୍ ଆଣ୍ଡ ହେଲଦି ରିଖିବ ? ଆଜିକାଲି ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ଡାଇଟିଂ କରନ୍ତି। ଏହସହ ନିଜର କାର୍ଯ୍ୟସୂଚୀରେ ଚିଟ୍ ମିଲ୍ ଡେ ମଧ୍ୟ ସାମିଲ କରନ୍ତି । ଏହା ଡାଇଟିଂର ଏକ ପ୍ରସେସ ବୋଲି କୁହନ୍ତି।…

କାହିଁକି ଅଣ୍ଡାକୁ ସୁପର୍‌ଫୁଡ୍‌ କୁହାଯାଏ?

କୁହାଯାଏ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ୱ ଥାଏ। ଗୋଟିଏ ସିଝା ଅଣ୍ଡାରେ ଭିଟାମିନ୍‌-ଏ ଠାରୁ ଆରମ୍ଭ କରି, ଭିଟାମିନ୍ ବି -୫, ଭିଟାମିନ୍ ବି -୧୨, ଫସଫରସ୍ ଏବଂ ସେଲେନିୟମ୍ ରହିଥାଏ। ଏହା ବ୍ୟତୀତ ଅଣ୍ଡାରେ ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ କେ, ଭିଟାମିନ୍ ବି ୬, କ୍ୟାଲସିୟମ୍ ଏବଂ…

‌କେଟୋ ଡାଏଟ୍ କଣ? ଜାଣନ୍ତୁ କଣ ଏହାର ଉପକାରିତା ଆଉ ଅପକାରିତା

ଲୋକମାନେ ଅଳ୍ପ ସମୟ ମଧ୍ୟରେ ଶରୀରକୁ ଫିଟ୍‌ କରିବା ପାଇଁ କେଟୋ ଡାଏଟ୍ ବ୍ୟବହାର କରନ୍ତି। ପ୍ରକୃତରେ ଏହି କେଟୋ ଡାଏଟ୍‌ କଣ? ଗତ ବର୍ଷ ନେଚର୍‌ ମେଟାବୋଲିଜିମ୍ ପତ୍ରିକାରେ ଏକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରେ କୁହାଯାଇଛି ଯେ କେଟୋ ଡାଏଟ୍ ଅଳ୍ପ ସମୟ ମଧ୍ୟରେ ଶରୀରକୁ…

ନିୟମିତ ବିଟ୍‌ରୁଟ୍‌ ସେବନ କଲେ କଣ ମିଳେ ଫାଇଦା ଜାଣନ୍ତୁ

ବିଟ୍‌ରୁଟ୍‌ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଏପରି ଗୁଣ ଅଛି ଯାହା ଆପଣଙ୍କ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏହା ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏକ ରିପୋର୍ଟ ଅନୁଯାୟୀ ଯଦି ଆପଣ ପ୍ରତିଦିନ ବିଟ୍ ରସ ପିଅନ୍ତି ତେବେ ଏହା ଆପଣଙ୍କ…

ବୁଦ୍ଧିଷ୍ଟ୍‌ ଡାଏଟ୍‌ କଣ? ଜାଣନ୍ତୁ ଏ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ବୌଦ୍ଧ ବ୍ୟଞ୍ଜନ ଏକ ଏସୀୟ ଖାଦ୍ୟ। ଏହାକୁ ବିଶେ‌ଷ କରି ବୌଦ୍ଧ ଧର୍ମାବଲମ୍ବୀମାନେ ଅନୁସରଣ କରିଥାନ୍ତି। ବୌଦ୍ଧ ଆହାର ମୁଖ୍ୟତଃ ଶାକାହାରୀ ଭୋଜନ ହୋଇଥାଏ। ଯିଏ ବୌଦ୍ଧ ଧର୍ମ ଗ୍ରହଣ କରେ ତାଙ୍କୁ ଶାହାକାରୀ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ସେମାନଙ୍କୁ ମାଂସାହାରୀ ଆଦି…