Latest Odisha News
Browsing Tag

health tips

ଉଜ୍ଜଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଲେମନ୍ ବାମ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଲେମନ୍ ବାମ୍ ବା ଲେମ୍ବୁ ବାମ୍ ସମ୍ପର୍କରେ କେବେ ଶୁଣିଛନ୍ତି କି ? ଲେମନ୍ ବାମ୍ ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକେ ଲେମ୍ବୁ ବାମ ବିଷୟରେ ଜାଣନ୍ତି ନାହିଁ। କିନ୍ତୁ ଏହା ଅନେକ ଉପକାର କରିଥାଏ। ଆମ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ…

ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ପାରେ ଅଁଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱାସ୍ଥ୍ୟ ମଣିଷଙ୍କ ପାଇଁ ସବୁଠାରୁ ବଡ଼ ଧନ। ଆମ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ଭିଟାମିନର ଆବଶ୍ୟକ ପଡିଥାଏ। ଏଠାରେ ଯଦି ଭିଟାମିନ କଥା ଆଲୋଚନା କରିବା ତେବେ ଭିଟାମିନ-ସି ସମସ୍ତଙ୍କୁ ଆବଶ୍ୟକ। ଏଭଳି ପରିସ୍ଥିତିରେ…

ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଶରୀରରେ କିପରି କାର୍ଯ୍ୟ କରେ ?

ଓଡିଶା ସମ୍ବାଦ ବ୍ୟୁରୋ: ଯେତେବେଳେ ଆମ ସ୍ୱାସ୍ଥ୍ୟ ବିଷୟରେ କୌଣସି କଥା ଆଲୋଚନା କରାଯାଏ ସେତେବେଳେ ଆଣ୍ଟିଅକ୍ସିଡାଣ୍ଟର ନାମ ନିଶ୍ଚିତ ଭାବେ ନିଆଯାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ଖାଦ୍ୟକୁ ଆମ ଥାଳିରେ ଅନ୍ତର୍ଭୁକ୍ତ କରିଥାଉ। ଫଳ କିମ୍ବା ପନିପରିବା ଖାଇବା…

ଜାଣନ୍ତୁ ଦହି ଖାଇବାର ଉଚିତ୍ ସମୟ ଏବଂ ଉପାୟ

ଦହି ଏପରି ଏକ ଦୁଗ୍ଧ ଜାତୀୟ ଖାଦ୍ୟ ଯାହା ସମସ୍ତଙ୍କ ଥାଳିରେ ଥିବା ନିଶ୍ଚିତ। ଗରମ ଦିନ ହେଉ କି ଥଣ୍ଡା ଦିନ ଦହିକୁ ସମସ୍ତ ରୂପରେ ବ୍ୟବହାର କରାଯାଉଛି ଏବଂ ଦହିକୁ ବ୍ୟବହାର କରି ଅନେକ ଖାଦ୍ୟ ମଧ୍ୟ ତିଆରି କରି ଖାଉଛନ୍ତି ଲୋକେ। ଲୋକମାନେ ଏହାକୁ ପରାଠା ସହିତ ଖାଇବାକୁ ବହୁତ ପସନ୍ଦ କରନ୍ତି।…

ନିୟମିତ ଏକ ଚାମଚ ମହୁ ଦୂର କରେ ମେଦବହୁଳତା ସମସ୍ୟା

ଆପଣଙ୍କ ଓଜନ ବଢିଯାଇଛି କି? ଏଥିପାଇଁ ଆପଣ ଖୁବ ଚିନ୍ତିତ! ତେବେ ଏହି ଚିନ୍ତା ଆପଣଙ୍କ ମଟାପଣର କାରଣ ହୋଇପାରେ। ଏହା ଆମେ ନୁହେଁ ହେଲଥ୍ ଏକ୍ସପର୍ଟସ କୁହନ୍ତି। ତେବେ ଆପଣ ଓଜନ ହ୍ରାସ କରିବାକୁ ଯେକୌଣସି ଉପାୟ ଆପଣାନ୍ତୁ ନା କାହିଁକି ପ୍ରଥମେ ଚିନ୍ତା କରିବା ବନ୍ଦ କରିବାକୁ ପଡିବ। ଓଜନ ହ୍ରାସ…

ଭଲ ନିଦ ହେଉ ନାହିଁକି ? ଆପଣାନ୍ତୁ ଏହି ସ୍ଲିପିଂ ହ୍ୟାକ୍ସ

ରାତିରେ ଭଲ ନିଦ ହେବା ନିତ୍ୟାନ୍ତ ଆବଶ୍ୟକ। ଅତିକମରେ ଦୈନିକ 8 ଘଣ୍ଟା ଶୋଇଲେ ଶରୀର ସୁସ୍ଥ ରହେ। ଏହାସହ ଆପଣଙ୍କ ମନ ବି ସୁସ୍ଥ ରହେ। କିନ୍ତୁ ମୁଣ୍ଡରେ ଚିନ୍ତା, ଡିପ୍ରେସନରେ ରହିଲେ ଆପଣ ଶୋଇବାକୁ ଯେତେ ଚେଷ୍ଟା କରନ୍ତୁ କୌଣସି ସୁଫଳ ମିଳେ ନାହିଁ। ଆଜି ଆମେ ଆପଣଙ୍କୁ ଏପରି କିଛି ଶୋଇବା…

ଅଧିକ ‘ସେଓ’ ଖାଉଛନ୍ତି କି?

ଓଡ଼ିଶା ସମ୍ବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସବୁଠୁ ଭଲ ଔଷଧ ହେଉଛି ଚିନ୍ତାମୁକ୍ତ ରହିବା। କିନ୍ତୁ ଭଲ ଖାଦ୍ୟ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନଯୁକ୍ତ ଖାଦ୍ୟ ଆପଣଙ୍କ ଚେହେରା, ମାନସିକ ଶାନ୍ତି ଓ ଶରୀରର ବିଭିନ୍ନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଫଳ ରେ…

ଭୋଜନ ପରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ହୋଇପାରନ୍ତି ଅସୁସ୍ଥ !

ଓଡିଶା ସମ୍ବାଦ ବ୍ୟୁରୋ: ଭୋଜନ ପରେ ତୁରନ୍ତ ଗାଧୋଇବାକୁ ଯାଆନ୍ତି କି ? ଯଦି ଏପରି କରନ୍ତି ତେବେ ଏଥିପ୍ରତି ରୁହନ୍ତୁ ସାବଧାନ। କାରଣ ଆୟୁର୍ବେଦ ଅନୁଯାୟୀ ଭୋଜନ କରିବା ପରେ ତୁରନ୍ତ ସ୍ନାନ କରିବା ଉଚିତ୍ ନୁହେଁ। ଏହି କାରଣରୁ, ହଜମ ସମ୍ବନ୍ଧୀୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ତେବେ…

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା' ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ ।…

ଆପଣଙ୍କ ଶରୀରକୁ ଫିଟ୍ ରଖିବକି ଚିଟ୍ ମିଲ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିଟ୍ ମିଲ୍ କଣ ? ଚିଟ୍ ମିଲ୍ ସତରେ ଆପଣଙ୍କ ଶରୀରକୁ ଫିଟ୍ ଆଣ୍ଡ ହେଲଦି ରିଖିବ ? ଆଜିକାଲି ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ଡାଇଟିଂ କରନ୍ତି। ଏହସହ ନିଜର କାର୍ଯ୍ୟସୂଚୀରେ ଚିଟ୍ ମିଲ୍ ଡେ ମଧ୍ୟ ସାମିଲ କରନ୍ତି । ଏହା ଡାଇଟିଂର ଏକ ପ୍ରସେସ ବୋଲି କୁହନ୍ତି।…