Latest Odisha News

BREAKING NEWS

Browsing Tag

Health

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ମଧୁମେହ ରୋଗୀଙ୍କ ପାଇଁ ବିଶେଷ ଚା’

ଓଡ଼ିଶା ସମ୍ବାଦ ବ୍ୟୁରୋ : ମଧୁମେହ ରୋଗୀ ମାନେ ଚା’ ପିଇବା ସମୟରେ କିଛିଟା ବାରଣ କରିଥାଆାନ୍ତି । ସେମାନେ ଚା’ ରେ ଚିନି ପକାଇ ପିଇବାକୁ ଇଛା କରନ୍ତି ନାହିଁ  । ସାଧାରଣତଃ ଚା’ ପାଟିକୁ ଟିକିଏ ମିଠା ନ ଲାଗିଲେ ପିଇବାକୁ ମନ ହୋଇନଥାଏ  । କିନ୍ତୁ ମଧୁମେୟ ରୋଗୀମାନେ ଚା’ରେ ଚିନି…

ଶୀତଦିନରେ ଆପଣଙ୍କ ତ୍ବଚା ମଳିନ ପଡ଼ି ଯାଉଛି କି ! ତେବେ ଆପଣାନ୍ତୁ ଏହି ଉପାୟ… ରୁକ୍ଷ ତ୍ବଚାରୁ ରକ୍ଷାପାଆନ୍ତୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ : ସମସ୍ତଙ୍କ ମନରେ ଗୋଟିଏ ଭାବନା ଥାଏ ଯେ ଆମ ତ୍ବଚା କିପରି ଗ୍ଲୋ କରିବ । ଆଉ ଆାମେ କିପରି ସୁନ୍ଦର ଦେଖାଯିବୁ  । ବିଶେଷ କରି ଏହି ଶୀତଦିନେ ବହୁତ ଚିନ୍ତିତ ହୋଇଯାଆନ୍ତି ସମସ୍ତେ  । ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଁ ଆପଣେଇଥାନ୍ତି ବିଭିନ୍ନ ଉପାୟ  । ସାଧାରଣତଃ…

ବିଗିଡ଼ିଲା ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା

ମସ୍କୋ: ପୁଣି ଥରେ ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଗଲା । ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଅସୁସ୍ଥ ହୋଇପଡ଼ିଛନ୍ତି । ପୂର୍ବରୁ ସେ କ୍ୟାନସର୍‌ରେ ପୀଡିତ ଥିବା ନେଇ ଖବର ସାମ୍ନାକୁ ଆସିଥିଲା । ବ୍ରିଟିଶ୍‌ ଗଣମାଧ୍ୟମ ‘ବ୍ରିଟେନ…

ଆଜି ବିଶ୍ୱ ଚକୋଲେଟ୍ ଦିବସ: ହାପ୍ପି ଚକୋଲେଟ୍ ଡେ

ଭୁବନେଶ୍ୱର (ଦେବଦତ୍ତ ରଥ) :  ଆଜି ଆଜି ବିଶ୍ୱ ଚକୋଲେଟ୍ ଡେ' (ଚକୋଲେଟ୍ ଦିବସ)। ୧୯୫୦ ମସିହାରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ' ପାଳନ କରାଯାଇଥିଲା। ତେବେ, ୨୦୦୯ ମସିହାରୁ ବିଶ୍ୱ ଚକୋଲେଟ୍ ଡେ' ପାଳନ ଆରମ୍ଭ ହେଲା। ଏମିତିରେ ଫେବୃଆରୀ ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ବେଳେ ୯…

ଡେଙ୍ଗୁ ମଶା ପାଇଁ ମାଈ ମଶା ହେବ କାଳ

ପୁଡୁଚେରୀ: ଦିନ ଆସୁଛି ଆଉ ଡେଙ୍ଗୁ କି ଚିକୁନଗୁନିଆ କାହାକୁ ହେବ ନାହିଁ । ବିଶ୍ବରେ ଡେଙ୍ଗୁ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ ଏଥିରୁ ମଣିଷ ରକ୍ଷା ପାଇବ । କାରଣ  ମଶା ପାଇଁ ଆଗାମୀ ଦିନରେ ମଶା ହେବ କାଳ । ଡେଙ୍ଗୁ, ଚିକୁନଗୁନିଆ  ନିୟନ୍ତ୍ରଣ କରିବା ପାଇଁ ICMR-VCRC…

[ଦେଖନ୍ତୁ ଭିଡିଓ] ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ…

ନବରଙ୍ଗପୁର: ଭଲ ନାହିଁ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ । ରହିବ ବା କେମିତି ? ଏଠି ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ ଡାକ୍ତର । ଜିଲ୍ଲାରେ ୨୬୫ ଅନୁମୋଦିତ ଡାକ୍ତର ପଦବୀ ରହିଥିବା ବେଳେ ଅଧାରୁ ଅଧିକ ପଦ ଖାଲି । ଧର୍ମକୁ ଆଖିଠାର ଭଳି ନବରଙ୍ଗପୁର ଜିଲ୍ଲାରେ ନାଁକୁ ମାତ୍ର…

ପୁରୁଷଙ୍କ ପାଇଁ ସିଗାରେଟ ଟାଣିବା ଆଣିପାରେ ଭୟଙ୍କର ବିପଦ!

ଭୁବନେଶ୍ବର: ଆପଣ ସିଗାରେଟ ଟାଣୁଛନ୍ତି କି? ଯଦି ହଁ ତେବେ ସତର୍କ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ । ଏହା ଆମେ କହୁନୁ ବୈଜ୍ଞାନିକମାନେ ଗବେଷଣାରୁ ଏଭଳି ତଥ୍ୟ ଜାଣିବାକୁ ପାଇଛନ୍ତି  । ପରୀକ୍ଷାରୁ ଜଣାପଡିଛି ଯେ ଯେଉଁ…

ମହିଳା ଓ ଶିଶୁ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ୩ ନୂଆ ମିଶନ

ଭୁବନେଶ୍ୱର: ଅପପୁଷ୍ଟି, ମହିଳା ଓ ଶିଶୁ ମାନଙ୍କ ଉନ୍ନତି, ସଶକ୍ତୀକରଣ ଏବଂ ସୁରକ୍ଷା ସମ୍ବନ୍ଧୀୟ ଏକ କେନ୍ଦ୍ର ରାଜ୍ୟ ମିଳିଳ ଆଲୋଚନା ଅନୁଷ୍ଠିତ ହୋଇଛି । ଏହି ଦିଗରେ କେନ୍ଦ୍ର ସରକାର ତିନୋଟି ନୂଆ ଯୋଜନା ବା ମିଶନ ଘୋଷଣା କରିଛନ୍ତି । ମିଶନ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦, ମିଶନ ଶକ୍ତି…