Latest Odisha News

BREAKING NEWS

Browsing Tag

Heavy Rain Alert

ଉତ୍ତର ଭାରତରେ ଜଳ ପ୍ରଳୟ, ଭାସୁଛି ଦିଲ୍ଲୀରୁ କାଶ୍ମୀର

ନୂଆଦିଲ୍ଲୀ : ଉତ୍ତର ଭାରତରେ ତାଣ୍ଡବ ରଚୁଛି ଜଳ ପ୍ରଳୟ । ଦିଲ୍ଲୀ ରୁ କାଶ୍ମୀର ସବୁଠି ଜଳ ହିଁ ଜଳ । ସତେ ଯେମିତି ପାଣିରେ ବୁଡ଼ି ରହିଛି ଉତ୍ତର ଭାରତର ଅନେକ ସ୍ଥାନ । କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ।…

ମୌସୁମୀ ଆରମ୍ଭରୁ ପ୍ରଳୟ : ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ହିମାଚଳ ପ୍ରଦେଶ : ମୌସୁମୀ ଆରମ୍ଭରୁ ଦେଶରେ ଦେଖାଦେଲାଣି ପ୍ରଳୟର ଚିତ୍ର । ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ । ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ଏମିତିକି ମେଟ୍ରୋ ସିଟି ଦିଲ୍ଲୀରେ ମଧ୍ୟ ଦେଖାଦେଇଛି ବର୍ଷା ବିତ୍ପାତ । କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହେଲାଣି…

ପ୍ରବଳ ବର୍ଷା ନେଇ ଆସୁଛି ବାତ୍ୟା

ଭୁବନେଶ୍ୱର: ଜଓ୍ୱାଦ ସାଙ୍ଗରେ ନେଇ ଆସୁଛି ପ୍ରବଳ ବର୍ଷା ପବନ । ଯେତିକି ସ୍ଥଳଭାଗ ନିକଟତର ହେବ ସେତିକି ପ୍ରଭାବ ଦେଖାଇବ ବାତ୍ୟା । ବାରମ୍ବାର ଦିଗ ବଦଳାଉଛି । ନିର୍ଦ୍ଦିଷ୍ଟ ଭାବରେ ଏହାର ହିଟ୍ ସ୍ଥାନ କହିବା ମୁସ୍କିଲ ହୋଇଛି । ଯେଉଁଆଡ଼େ ଗଲେ ବି ଓଡ଼ିଶା ଉପକୂଳରେ ନିଶ୍ଚିତ ପ୍ରକୋପ…

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ…

ଲଘୁଚାପ ଯୋଗୁ ବର୍ଷିବ ଜୋର୍, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ଲଘୁଚାପ ଯୋଗୁ ବର୍ଷିବ ଜୋର୍, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଏବେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଓଡ଼ିଶାରେ ବି ବର୍ଷା ଆରମ୍ଭ ହୋଇଗଲାଣି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ୧୩ ତାରିଖ…

୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ୨୪ଘଣ୍ଟାରେ ବର୍ଷିବ ଜୋର୍

ଭୁବନେଶ୍ୱର: ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ହେବ ବଜ୍ରପାତ । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଭିତରେ ଜୋର୍ ବର୍ଷା ଓ ବଜ୍ରପାତ ହୋବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୧ ଜିଲ୍ଲାରେ ଅଧିକ…

୧୮ରୁ ପୁଣି ପ୍ରବଳ ବର୍ଷା

ଭୁବନେଶ୍ବର: ୧୮ରୁ ପୁଣି ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ସେହିପରି ୧୮ରୁ ୧୯ ତାରିଖ ମଧ୍ୟରେ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ, ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସୃଷ୍ଟି ଡିପ୍ରେସନ ଆଜି ସକାଳେ ଡିପ୍ ଡିପ୍ରେସନରେ ପରିଣତ ହୋଇଛି।  ଗଭୀର ଅବପାତର ରୂପ ନେଇ ଉତ୍ତର ଓଡିଶା ଉପକୂଳର ଚାନ୍ଦବାଲି  ଦେଇ ଅତିକ୍ରମ କରିଛି। ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଲାଗି ରହିବ ବର୍ଷା। ଗୋଟିଏ ଦୁଇଟି…

ଲଘୁଚାପ ନେଲା ଓ୍ୱେଲ ମାର୍କଡ୍ ଲୋପ୍ରେସର ରୂପ, ଓଡ଼ିଶାର ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିନ ଘନୀଭୂତ ହୋଇ ଓ୍ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶା ପାଗ ମେଘୁଆ ରହିଛି…