Latest Odisha News

BREAKING NEWS

Browsing Tag

Help

ଥାଲେସେମିଆ ରୋଗରେ ପୀଡ଼ିତ ୨ବର୍ଷର ଶିଶୁ, ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନବରଙ୍ଗପୁର : ଦୁଇ ବର୍ଷର ଶିଶୁ ଥାଲେସେମିଆ ରୋଗରେ ପୀଡ଼ିତ  । ଏ ହେଉଛନ୍ତି  ନବରଙ୍ଗପୁର ସହର ମହିମାନଗରର  ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକ ମାତ୍ର ପୁଅ ସ୍ୱରୂପ ମିଶ୍ର। ସ୍ୱରୂପଙ୍କୁ ଯେତେବେଳେ ଥାଲେସେମିଆ ରୋଗ ହୋଇଥିବା କଥା ଜଣାପଡ଼ିଥିଲା ତାଙ୍କ ବାପା ମାଙ୍କ ପାଦ ତଳୁ ମାଟି…

ରୋଗ ଶଯ୍ୟାରେ ଭେଣ୍ଡିଆ ପୁଅ, ସେବା କରୁଛନ୍ତି ୮୦ ବର୍ଷୀୟ ମାଆ

ନୟାଗଡ : ପୁଅର ସେଵା କରୁଛନ୍ତି ୮୦ ବର୍ଷୀୟ ବୃଦ୍ଧା ମା । ଯେଉଁ ବୟସରେ ବୃଦ୍ଧା ମା , ବାପାଙ୍କୁ, ପୁଅ ସେଵା କରିବା କଥା କିନ୍ତୁ ପୁଅକୁ ସେଵା କରୁଛନ୍ତି ୮୦ ବର୍ଷର ବୃଦ୍ଧା ମା ଗୌରୀ କର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ ସାନଖଜୁରିଆ ଗାଁ ର…

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଦୁଃଖିନୀ ମାଆ ଓ ଚାରି ଶିଶୁ କନ୍ୟା

କାମାକ୍ଷାନଗର: ବାପ ଛେଉଣ୍ଡ ୪ ଶିଶୁକନ୍ୟାକୁ ଧରି ବଞ୍ଚିବା ପାଇଁ ରାହା ଖୋଜୁଛି ଦୁଃଖିନୀ ମାଆ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି ।  ଗାଁର ହରିଜନ ସାହିରେ ବାସ କରୁଥିଲେ ରୋହିତ ନାୟକ ଓ  ତାଙ୍କ ସ୍ତ୍ରୀ ମମତା…

ଖେଳିବା, ବୁଲିବା ବୟସରେ ବଢ଼ୁଛି ମୁଣ୍ଡ, ଚିକିତ୍ସା ପାଇଁ ଦରକାର ଟଙ୍କା

ସୋନପୁର: ୪ ବର୍ଷର ଗୁଣ୍ଡୁ । ହେଲେ ବୟସ ଓ ଶରୀର ତୁଳନାରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ମୁଣ୍ଡ । ସାଙ୍ଗସାଥୀଙ୍କ ସହ ଖେଳିବା ବୟସରେ ଗୁଣ୍ଡୁ ମାଆ କୋଳରେ । ଗୁଣ୍ଡୁର ମୁଣ୍ଡରେ ପାଣି ଜମୁଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଛି । ସୋନପୁର ପୌରପରିଷଦ ତରିଆପଡ଼ାରୁ ରୁବି ବେରିଆ ଓ ପଲସ୍ତି…

ଭାଗ୍ୟ ହେଲା ବଇରୀ; ପଡ଼ୋଶୀ ଆକ୍ରମଣରେ ବାପପୁଅ ପଙ୍ଗୁ, ମାଗୁଛନ୍ତି ସାହାଯ୍ୟ

ପାରାଦୀପ: ଭାଗ୍ୟ ଯେବେ ବଇରୀ ହୁଏ ସବୁକିଛି ଓଲଟ ପାଲଟ ହୋଇଯାଏ । ଏମିତି ହିଁ ଏହି ବାପପୁଅଙ୍କ ପାଇଁ ନିୟତି ନିଷ୍ଠୁର ହୋଇ ପଡ଼ିଛି । ଅଭାବୀ ପରିବାରର ଦୁଇ ଦୁଇଜଣ ରୋଜଗାରିଆ ମଣିଷ ଆଜି ପଙ୍ଗୁ ପ୍ରାୟ । ଯେଉଁ ହାତ ଗୋଡ଼ ଦିନେ ଅହରହ ପରିଶ୍ରମ କରି ପରିବାର ପୋଷୁଥିଲା ଆଜି ଶଯ୍ୟାରେ ପଡ଼ି ଜୀବନ…