କଲରା ପତରିଆକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ରମ୍ପିଆ ଗାଁ ନିକଟ ରେଳ ଧାରଣା କଡ଼ରୁ ଏକ କଲରା ପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି । ଅଭିଯୋଗ ହୋଇଛି, ବାଘଟିକୁ ପିଟି ପିଟି ମାରି ଦିଆଯାଇଛି ।
ତେବେ ବାଘଟିକୁ ଲୋକ ମାରିଛନ୍ତି ନା ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି…