Latest Odisha News

BREAKING NEWS

Browsing Tag

Honeytrap Racket

ଅର୍ଚ୍ଚନା ନାଗ ମାମଲା, ୪ ଅଭିଯୁକ୍ତଙ୍କ ବିରୋଧରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଇଡି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇଡି । ୪ ଅଭିଯୁକ୍ତ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସେସନ୍ସ…

ଅର୍ଚ୍ଚନା ହନିଟ୍ରାପ୍ ମାମଲା, ଆସିଲା ଫରେନ୍ସିକ ଆନାଲିସିସ୍ ରିପୋର୍ଟ

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମନି । ଡିଜିଟାଲ୍ ଡିଭାଇସରୁ ମିଳିଲା ପ୍ରମାଣ । କାହାକୁ ବ୍ଲାକମେଲ୍ କରୁଥିଲେ ନାଗ-ଚାନ୍ଦ ଦମ୍ପତି ? ଆଉ କିଏ ଥିଲା ଅର୍ଚ୍ଚନାଙ୍କ ନାଗୁଣୀ ନଜରରେ ? ଲେଡି ବ୍ଲାକମେଲର ଅର୍ଚନା ନାଗ ମାମଲାରେ ଜବତ ଡିଜିଟାଲ୍ ଡିଭାଇସର ଫରେନ୍ସିକ ରିପୋର୍ଟ ଆସିଛି…

ଅର୍ଚ୍ଚନା ମାମଲାରେ କମିଶନରେଟ୍ ପୋଲିସର ଅସହଯୋଗ ନା ଇଡି କରୁନି ଭରସା ?

ଭୁବନେଶ୍ୱର: କୋର୍ଟରେ ଖଗେଶ୍ୱର, ହେଲେ ନଥିଲା କମିଶନରେଟ୍ ପୋଲିସ । ଜେଲରୁ ଖଗେଶ୍ୱରଙ୍କୁ ଏସ୍କର୍ଟ କରି ଆଣିଥିଲେ ସିଆରପିଏଫ୍ । ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ଗଲା ପରେ କମିଶନରେଟ ପୋଲିସ କରୁଛି କି ଅସହଯୋଗ ? ନା କମିଶନରେଟ ପୋଲିସକୁ ଭରସାକୁ ନେଇ ପାରୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ?…

ବିବାହ ନାଁରେ ବଡ଼ବଡ଼ିଆଙ୍କୁ ଲୁଟୁଥିଲେ, ଭୁବନେଶ୍ୱରରୁ କର୍ଣ୍ଣାଟକର ମହିଳାଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର: ବିବାହ ପ୍ରସ୍ତାବ ଦେଇ ମିଳାମିଶା ପରେ ବଡ଼ ବଡ଼ିଆଙ୍କୁ ଲୁଟ୍ । ଫିଲ୍ମର କାହାଣୀ ପରି ଲାଗୁଥିବା ଏ ଘଟଣାର ପ୍ଲଟ ରଚୁଥିଲେ କର୍ଣ୍ଣାଟକର ୪୨ ବର୍ଷୀୟା ମହିଳା ପ୍ରୀତି ଦେଶାଇ । ଭୁବନେଶ୍ୱରରେ ନିଜକୁ ଆଇଟି ପ୍ରଫେସନାଲ୍ ପରିଚୟ ଦେଇ ରହୁଥିଲେ । ଆଉ ବଡ଼ ବଡ଼ିଆଙ୍କୁ ଟାର୍ଗେଟ୍…

ଅର୍ଚ୍ଚନାଙ୍କୁ ନେଇ ରାଜନୀତି, କଣ କହିବେ ଭାଷା ପାଉନାହାଁନ୍ତି ନେତା

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରେ ପୋଲିସର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଅର୍ଚ୍ଚନାଙ୍କ ରାକେଟ ପଛରେ ବଡ଼ ବଡ଼ ନେତା, ମନ୍ତ୍ରୀ ଅଛନ୍ତି । ସରକାରୀ ଦଳର ପ୍ରଛଦ ପ୍ରୋତ୍ସାହନରେ ଅର୍ଚ୍ଚନା ରାକେଟ ଚଳାଉଥିବା ଅଭିଯୋଗ କରିଛି ବିଜେପି । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ନେତା,…