ଅଧିକ ଗରମ ପାଣି ପିଉଛନ୍ତି କି ! ହୋଇଯାଆନ୍ତୁ ସାବଧାନ
ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ଥଣ୍ଡାର ପ୍ରଭାବ ଅଧିକ ରହିଥିବାରୁ ସମସ୍ତେ ଗରମ ପାନୀୟ ପିଇବା ପାଇଁ ଅଧିକ ପସନ୍ଦ କରିଥାଆନ୍ତି । ତେଣୁ କିଛି ଲୋକ ଥଣ୍ଡା ସକାଳୁ ଗରମ ପାଣି ପିଇଥାଆନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ପାନୀୟ ପିଇବା ଦ୍ୱାରା ସୁସ୍ଥ ହେବା ବଦଳରେ ଆପଣ ଅସୁସ୍ଥ…