Latest Odisha News
Browsing Tag

House Lift

ଜ୍ଞାନକୌଶଳର ଚମତ୍କାରିତା; ଚଟାଣରୁ ୪ ଫୁଟ ଉପରକୁ ଉଠିଲା ୧୫ ବର୍ଷ ପୁରୁଣା ଘର

ରାୟଗଡ଼ା: ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ୧୫ ବର୍ଷ ପୁରୁଣା ଘରକୁ ୪ ଫୁଟ ଉପରକୁ ଉଠାଯାଇଛି। ଏହା ଶୁଣିବା ପାଇଁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସମ୍ଭବ ହୋଇଛି। ରାୟଗଡ଼ା ବ୍ଲକ ଅମଳାଭଟା ଗ୍ରାମରେ ଜଣେ ବ୍ୟକ୍ତି ରବି ଶେଖର ନିଜ ଘରେ ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ଘରର ଉଚ୍ଚତା ବଢାଇଛନ୍ତି।…