ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢ଼ାଉ, ୭ ଗିରଫ
ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଞ୍ଚଳରୁ ଜବତ ହୋଇଛି ୨ଟି ବନ୍ଧୁକ ତିଆରି କାରଖାନା । ମାମଲାରେ ପୋଲିସ ଜଣେ ଦମ୍ପତିଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୀର୍ଘ ବର୍ଷ ଧରି ଏମାନେ ଦେଶୀ ବନ୍ଧୁକ ତିଆରି କରୁଥିଲେ । ବିଶେଷ କରି…