Latest Odisha News

BREAKING NEWS

Browsing Tag

in Sambalpur

ମା’ ସମଲେଶ୍ବରୀଙ୍କ ଶେଷ ଦର୍ଶନ ନାଁରେ ଶୋଭାଯାତ୍ରା, ବିସ୍ଥାପିତ ଲୋକଙ୍କ ନିଆରା ପ୍ରତିବାଦ

ସମ୍ବଲପୁର: ବିସ୍ଥାପିତ ଲୋକ ନିଆରା ଢ଼ଙ୍ଗରେ ପ୍ରତିବାଦ । ସମ୍ବଲପୁରର ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକ ନିଆରା ପ୍ରତିବାଦ କରିଛନ୍ତି । ମା’ଙ୍କ ଶେଷ ଦର୍ଶନ ନାଁରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି…

ରାସ୍ତା କଡରେ ପଡିଛି ଗଞ୍ଜେଇ, ଗୋଟାଇବାରେ ବ୍ୟସ୍ତ ଲୋକେ

ସମ୍ବଲପୁର: ରାସ୍ତା କଡରେ ପଡିଛି ଗଞ୍ଜେଇ । ଲୋକେ ମଧ୍ୟ ଗଞ୍ଜେଇ ଗୋଟାଇବାରେ ବ୍ୟସ୍ତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଝାଂକରପାଲି ଅଂଚଳରେ । ସୂଚନାଅନୁସାରେ, ଝାଂକରପାଲିରୁ ହାଲିପାଲି ମଧ୍ୟରେ ଯାଇଥିବା ରାସ୍ତାକଡରେ କେହି ଜଣେ ଗଞ୍ଜେଇ ଫିଙ୍ଗି ଦେଇଛି । ସ୍ଥାନୀୟ ଲୋକେ ମଧ୍ୟ…

ବିଦ୍ୟୁତ ଆଘାତରେ ଦନ୍ତା ହାତୀର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ପୁଣି ଦନ୍ତା ହାତୀର ମୃତ୍ୟୁ ହୋଇଛି । ଜୁଜୁମୁରା କଂସର ଜଙ୍ଗଲରେ ବିଦ୍ୟୁତ ଆଘାତରେ ମାଈ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଜଙ୍ଗଲରେ ହାତୀଟି ବାଉଁଶ ଗଛ ଭାଙ୍ଗି ଖାଉଥିବା ବେଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ହାତୀବାରିରୁ ଜୁଜୁମୁରା ୧୧…