Latest Odisha News

BREAKING NEWS

Browsing Tag

in

କରୋନା ଅପଡେଟ୍‌; ବିଦେଶରେ ଅନନ୍ୟ ଢଙ୍ଗରେ ଭାରତୀୟ ମହିଳା ଡାକ୍ତର ସମ୍ମାନିତ !

ଆମେରିକା: କରୋନା ଯୁଦ୍ଧରେ ସାରା ବିଶ୍ୱର ଡାକ୍ତର ସାଜିଛନ୍ତି ଆଗଧାଡିର ଯୋଦ୍ଧା । ଖାସ କରି ବିଦେଶରେ ଭାରତୀୟ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିକଟରେ ଜଣେ ଭାରତୀୟ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାଙ୍କୁ ବେଶ ଅନନ୍ୟ ଢଙ୍ଗରେ ସ୍ଥାନୀୟ…

ଗୁଡ୍ ଫ୍ରାଇଡେରେ କାହିଁକି ଦିଆଯାଏ ନାହିଁ ଶୁଭେଚ୍ଛା ବାର୍ତ୍ତା ?

ଭୁବନେଶ୍ୱର: ଜାତୀୟ ଛୁଟିଦିନ ହୋଇଥିବାରୁ ଆପଣ ଭାବୁଥିବେ ଗୁଡ୍ ଫ୍ରାଇଡେ ଅନ୍ୟ ଉତ୍ସବ ଭଳି ଏକ ଆନନ୍ଦର ପର୍ବ । ଜଣାଅଜଣାରେ ଆପଣ ଖ୍ରୀଷ୍ଟଧର୍ମୀ ବନ୍ଧୁଙ୍କୁ ହାପି ଗୁଡ୍ ଫ୍ରାଇଡେ ଲେଖି ୱିସ୍ ବି କରିଥିବେ । କିନ୍ତୁ ବୋଧ ହୁଏ ଆପଣ ଜାଣିନଥିବେ ଏଭଳି ବାର୍ତ୍ତା ସେମାନଙ୍କ ଧାର୍ମିକ ମନୋଭାବକୁ…

କୋଭିଡ୍‌-୧୯; ଆଶଙ୍କାରେ ‘ମିଶନ ଗଗନୟାନ୍‌’, ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ !

ନୂଆଦିଲ୍ଲୀ: କରୋନାଭାଇରସ୍ ପାଇଁ ଘୁଂଚିପାରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ISRO)ର ମିଶନ୍ ଗଗନ୍‌ୟାନ୍ । ଲକ୍‌-ଡାଉନ୍ ପାଇଁ ଋଷିଆରେ ଅଟକିଲା ଭାରତୀୟ ଅନ୍ତରୀକ୍ଷ ଯାତ୍ରୀଙ୍କ ତାଲିମ୍ । Indian astronauts' training on hold in Russia due to COVID-19 lockdown…

କୋଭିଡ-୧୯; ଜାଣନ୍ତୁ କେଉଁ ଫିଲ୍ମ ଅଭିନେତା ଜୋର୍ଡାନରେ ଅଟକ ?

କେରଳ: ଜୋର୍ଡାନରେ ଅଟକ ମଲୟାଲମ୍ ଫିଲ୍ମ ଆଦୁଜିଭିଥମ୍ ପୂରା ୟୁନିଟ୍ । ଅଭିନେତା ପ୍ରିଥ୍ୱୀରାଜ ଓ ନିର୍ଦ୍ଦେଶକ ବ୍ଲେସିଙ୍କ ସମେତ ୫୮ଜଣ ୟନିଟ୍ ସଦସ୍ୟ ମଧ୍ୟ ଜୋର୍ଡାନରେ ଫସିରହିଥିବା ଜଣାପଡିଛି । ୱାଦି ରମ୍ ମରୁଭୂମିରେ ସୁଟିଂ ଚାଲିଥିବାବେଳେ ଜୋର୍ଡାନ ଅଧିକାରୀ ସୁଟିଂ ବନ୍ଦ କରିବାକୁ…