Latest Odisha News

BREAKING NEWS

Browsing Tag

Ind VS Eng

ଶତକୀୟ ଇନିଂସ ସହ ପ୍ରଥମ ଦିନରେ ୩ଟି ବଡ଼ ରେକର୍ଡ କଲେ ବ୍ୟାଟର ଜୟସ୍ୱାଲ

ବିଶାଖାପାଟନମ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଭାରତ ପ୍ରଥମ ଦିନରେ ୯୩ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ…

ଆଜି ଠାରୁ ହାଇଦ୍ରାବାଦ ଟେଷ୍ଟ, ଘରୋଇ ଦଳର ଏଭଳି ରହିଛି ରେକର୍ଡ

ହାଇଦ୍ରାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ। ୬ ବର୍ଷ ପରେ ହାଇଦ୍ରାବାଦରେ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୧୮ରେ…

ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଭାରତ ଜିତିଲା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୩ୟ ତଥା ଶେଷ ଦିନିକିଆରେ ଭାରତ 5 ୱିକେଟ୍‌ରେ ବିଜୟୀ ହୋଇଛି ।  ଭାରତ 260 ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ଜିତିନେଇଛି । 42.1 ଓଭରରେ 5 ଉଇକେଟ ହରାଇ ଭାରତ 261 ରନ କରି ମ୍ୟାଚ ଜିତିଛି ।  ଋଷଭ ପନ୍ତ ଦମଦାର ବ୍ୟାଟିଂ କରି  ଶତକ ହାସଲ କରିବା ସହ 113 ବଲ ଖେଳି …

ଦ୍ବିତୀୟ ଦିନିକିଆରେ ଜିତିଲା ଇଂଲଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ଵିତୀୟ ଦିନିକିଆରେ ଭାରତ 100 ରନରେ ପରାସ୍ତ ହୋଇଛି । ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପର ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା ଭାରତ । ୨୪୭ ରନର ପିଛା କରି ଭାରତ 146    ରନରେ ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୦ ରନ କରି ଆଉଟ ହୋଇଥିବା…

ଅହମଦାବାଦରେ ଅକ୍ଷରଙ୍କ ରାଜୁତି, ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୮୧ ରନରେ ଅଲଆଉଟ୍

ଅହମଦାବାଦ: ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ସ୍ପିନରଙ୍କ ଯାଦୁ ଜାରି ରହିଛି । ପିଙ୍କ ବଲ୍ ଟେଷ୍ଟରେ ଫେଲ୍ ମାରୁଛନ୍ତି ବ୍ୟାଟ୍ସମ୍ୟାନ୍ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ସାମ୍ନା କରି ନପାରି ଭ୍ରମଣକାରୀ ଦଳ ୪୮ ଓଭର ୪ ବଲରେ ସମସ୍ତ…