Latest Odisha News

BREAKING NEWS

Browsing Tag

India Fights Coorna

ନେଗେଟିଭ୍‌, ପଜିଟିଭ୍‌ର ପ୍ରସଙ୍ଗ

ବହୁ ଆଗରୁ ଶୁଣି ଆସୁଥିଲେ ନେଗେଟିଭ୍‌ ଚିନ୍ତା ଜୀବନଚର୍ଯ୍ୟାରେ ବହୁତ ବିପଦ ଆଉ ଅସୁବିଧା ଡାକି ଆଣୁଥିଲା ଆଉ ଏହା ମଧ୍ୟ ସତ ଥିଲା । କଥା କଥାରେ ଆମ ସମସ୍ତେ ସକାରାତ୍ମକ ଚିନ୍ତାଧାରାରେ ଜୀବନ ଅତିବାହିତ କଲେ ପଥସୁଗମ ଆଉ ସୁନ୍ଦର ହେବ ବୋଲି ବିଶ୍ୱାସକୁ ଦୃଢ଼ୀଭୂତ କରିଛେ । କିନ୍ତୁ  ଆଜିକା…

କମୁଛି କରୋନା କେସ୍: ଦିନକରେ ଦେଶରେ ୬୩ ହଜାର ପଜିଟିଭ୍, ୮୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦ ହଜାର ତଳେ ରହୁଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୩ ହଜାର ୩୭୧ ନୂଆ ପଜିଟିଭ୍ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ଲକ୍ଷ ୭୦ ହଜାର ୪୬୯ କୁ ବୃଦ୍ଧି ପାଇଛି । ଦେଶରେ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରୁ ୬୬ ହଜାର ଆକ୍ରାନ୍ତ, ୮୧୬ ମୃତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ପଜିଟିଭ୍ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି ।…

ଭାଇରସ୍ ନୁହେଁ, ଭୈରବୀର ଡାକ ଇୟେ!

ପୃଥବୀର ୨୦୦ଟି ଦେଶରେ ବର୍ତମାନ ‘କରୋନା’ର କୋକୁଆ ଭୟ । କେବଳ, ହଁ କେବଳ ମଣିଷ ଶରୀର ହିଁ ତା’ର ମୁଖ୍ୟ ଟାର୍ଗେଟ୍ । ମଣିଷ ଉପରେ କରୋନା ଏତେ କ୍ରୋଧାନ୍ୱିତ ଯେ, ସେ ଖୋଜିଖୋଜି ମଣିଷକୁ ହିଁ ଧରୁଛି । କରୋନାର ଏହି କ୍ରୁର ରୂପ ଦେଖି ସାଧାରଣରେ ଏବେ ଆଲୋଚନା-ମାଳିକା ବର୍ଣ୍ଣିତ ଭୈରବୀ ଏହି…

ସେମାନେ କେତେ ସୁରକ୍ଷିତ?

ଶ୍ରୁତକୀର୍ତ୍ତି ତ୍ରିପାଠୀ କରୋନା ମହାମାରୀର ସଂକ୍ରମଣ ଏବଂ ତଦଜନିତ ଭୟ ସମଗ୍ର ବିଶ୍ୱରେ ବିଷମ ପରିସ୍ଥିତି ସୃଷ୍ଟି କରିଛି । କୋଭିଡ - ୧୯ ନାମକ ଏହି ମାରାତ୍ମକ ଭୂତାଣୁର ପ୍ରାଦୁର୍ଭାବ ଏ ଯାଏଁ କମିନି । ସବୁଠାରୁ ବେଶୀ ଆଘାତପ୍ରାପ୍ତ ଏବଂ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଶ୍ରମିକ…

କରୋନା ସଂକ୍ରମଣ ଭୟ: ଦୁଇ ସପ୍ତାହ ପାଇଁ ବନ୍ଦ ହେଲା ନୂଆଦିଲ୍ଲୀ ଏମସ୍ ଓପିଡି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏମସ୍‌ର ବାହ୍ୟ ରୋଗୀ ସେବା(ଓପିଡି)କୁ ଦୁଇ ସପ୍ତାହ ପାଇଁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଆଗକୁ ପରିସ୍ଥିତି ଦେଖି କେବେ ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏମସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଆଜି ଦିଲ୍ଲୀରେ…

ଦେଶରେ ଦିନକରେ ରେକର୍ଡ ୭୭, ୨୬୬ ନୂଆ ଆକ୍ରାନ୍ତ, ୧, ୦୫୭ ମୃତ

ନୂଆଦିଲ୍ଲୀ: ନିଜ ରେକର୍ଡ ନିଜେ ଭାଙ୍ଗୁଛି କରୋନା । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୭ ହଜାର ୨୬୬ ନୂଆ ପଜିଟିଭ୍ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ଦେଶରେ…