ଦେଶରେ ଆକ୍ରାନ୍ତଙ୍କ ତୁଳନାରେ ବଢୁଛି କରୋନା ସୁସ୍ଥତା ସଂଖ୍ୟା
ନୂଆଦିଲ୍ଲୀ: ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୦ ହଜାର ୭୫୩ ନୂଆ ଆକ୍ରାନ୍ତ। ୭୪ ଦିନ ପରେ ଦେଶରେ ଆକ୍ଟିଭ୍ କେସ୍ ହ୍ରାସ ପାଇଛି ।
ଦିନକରେ ୧ ହଜାର ୬୪୭ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୫ ହଜାର ୧୩୭ କୁ ବୃଦ୍ଧି…