Latest Odisha News

BREAKING NEWS

Browsing Tag

india

ଜଳାଭାବ ଭାରତରେ ଜଳର ସୁପରିଚାଳନା ଆବଶ୍ୟକ

ଜଳ, ପବନ ଭଳି ଏ ଜୀବଜଗତ ପାଇଁ ଅତି ଆବଶ୍ୟକ । ପୃଥିବୀରେ ଯଦିଓ ଯଥେଷ୍ଟ ଜଳ ଗଚ୍ଛିତ ଅଛି, ମାତ୍ର ତାହାର ୯୭.୫ ଶତାଂଶ ଲୁଣିଆ ଅଟେ । ଅବଶିଷ୍ଟ ଜଳର ୧.୭ ଶତାଂଶ ବରଫ ଓ ଗ୍ଲେସିଅର ଭାବେ, ୦.୭୫ ଶତାଂଶ ଭୂଗର୍ଭର ଜଳଭାବେ ଏବଂ ଅବଶିଷ୍ଟ ୦.୦୫ ଶତାଂଶ ନଦୀ, ହ୍ରଦ ଇତ୍ୟାଦରେ ମିଳିଥାଏ । ମାତ୍ର…

କାନାଡ଼ାକୁ କୋଭିଡ ଟିକା ଯୋଗାଇବ ଭାରତ: ଜଷ୍ଟିନ୍‌ ଟ୍ରୁଡୋଙ୍କୁ ମୋଦିଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: କାନାଡ଼ାକୁ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ଯୋଗାଇବ ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ବାବଦରେ ଉଭୟଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା ହୋଇଛି ।  ଏ ନେଇ ଟ୍ୱିଟ୍‌ କରି…

ଭାରତୀୟ ନିର୍ବାଚନ – ଜଘନ୍ୟ କ୍ଷମତା ଯୁଦ୍ଧ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ନିର୍ବାଚନ-ଧର୍ମଯୁଦ୍ଧ ନୁହେଁ – ଜଘନ୍ୟ କ୍ଷମତା ଯୁଦ୍ଧ । ସଂକଟର ସନ୍ଧିକ୍ଷଣରେ ଆଜି ଭୂଆଁବୁଲୁଛି ସମଗ୍ର ଭାରତବର୍ଷ । ଗଣତନ୍ତ୍ର ଆଜି ରକ୍ତାକ୍ତ । ସାଂପ୍ରଦାୟିକ ଦଙ୍ଗା, ଦୁର୍ନିତୀ ପରେ ଦୁର୍ନୀତି, ଶୋଷଣ, କଷଣ, ଅନ୍ୟାୟ ଅତ୍ୟାଚାର ଧର୍ଷଣ…

ଭାରତରେ କରୋନାର ଆଉ ୧୩, ୨୦୩ ନୂଆ ମାମଲା, ଟିକା ନେଲେଣି ୧୬ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ଗତବର୍ଷ ଜାନୁଆରୀରେ ଜଣାପଡ଼ିଥିଲା । ବର୍ଷକ ଭିତରେ ଦେଶରେ ଏକ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୩ ହଜାର ୨୦୩ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪…

୧୯୪୭ରୁ ଆଜି ପର୍ଯ୍ୟନ୍ତ କେଉଁମାନ‌େ ଅର୍ଥ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତର ଅର୍ଥନୀତିର‌େ ଅର୍ଥମନ୍ତ୍ରୀ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁମାନଙ୍କର ପ୍ରମୁଖ ଦାୟିତ୍ବ ହ‌ୋଇଥାଏ ଦେଶର ବାର୍ଷିକ ବଜେଟ୍ ଉପସ୍ଥାପନ କରିବା। ତ‌େବ‌େ ୧୯୪୭ ମସିହା ତଥା ଦେଶ ସ୍ବାଧିନ ହେବା ପରଠାରୁ ଆଜି ଯାଏଁ ଅନେକ ଅର୍ଥମନ୍ତ୍ରୀ ଏହି ଗୁରୁ…

୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ରଖିଛି ଭାରତ; ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବାକୁ ଭାରତ ସମଗ୍ର ଇକୋସିଷ୍ଟମକୁ ମଜବୁତ କରୁଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଏହା କହିଛନ୍ତି। ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି…

ଦିନକର‌େ ଦେଶରୁ ୧୮ ହଜାରରୁ ଅଧିକ କର‌ୋନା ଆକ୍ରାନ୍ତ ଚିହ୍ନଟ, ୨୩୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୮ ହଜାର ୧୩୯ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କ‌ୋଟି ୦୪ ଲକ୍ଷ ୧୩ ହଜାର ୪୧୭କୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଆଉ ୨୩୪ ଜଣ ସଂକ୍ରମିତଙ୍କ ଜୀବନ ନେଇଛି…

ଭାରତରେ ୨୪ ଘଣ୍ଟାରେ ୨୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୩୩୬ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧,୦୧,୪୬,୮୪୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ଭାରତର ପ୍ରସ୍ତୁତି ଦେଖି ଚୀନ୍‌ ଛାନିଆ; ଶୀତରୁ ରକ୍ଷା ପାଇବା ପାଇଁ ସୈନିକମାନଙ୍କ ପାଇଁ କିଣୁଛି ଅତିରିକ୍ତ ସାମଗ୍ରୀ

ନୂଆଦିଲ୍ଲୀ: ସୂଚନାଯୋଗ୍ୟ ଲଦାଖରେ ୧୪୦୦୦ ଫୁଟ ଉଚ୍ଚରେ ଭାରତୀୟ  ସୈନ୍ୟବାହିନୀକୁ ଦେଖି ଚାଇନାକୁ ଶେଷ ମୁହୂର୍ତ୍ତରେ ରଣନୀତି ବଦଳାଇବାକୁ ପଡିବ। ଚୀନ୍ ଅନୁଭବ କଲା ଯେ ଭାରତୀୟ ସେନା ଲଦାଖରେ ମାଇନସ୍ '୩୦' ଡିଗ୍ରୀ ତାପମାତ୍ରାରେ  ତିଷ୍ଠି ପାରିବନାହିଁ ଏବଂ ଏହି ସ୍ଥାନ ଛାଡ଼ି ତଳଭୂମିକୁ…

ଭାରତରେ ରହିଛି ବିଶ୍ୱର ପ୍ରଥମ ଶାକାହାରୀ ସହର !

ପାଲିତାନା : ଅନନ୍ୟ ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ଭାରତ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ତେବେ ଭାରତ ଏକ ରହସ୍ୟମୟ ଦେଶ କହିଲେ ଅତ୍ୟୁକ୍ତି ହେବ ନାହିଁ । ଇତିହାସ ହେଉ କି ପୌରାଣିକ ଗାଥା । କାହିଁ କେଉଁ ଅଜଣା ଯୁଗରୁ ଭାରତ ଅନେକ ଅକୁହା ଓ ଅଜଣା ରହସ୍ୟକୁ ନେଇ ଲୋକଙ୍କର…