ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ମାମଲା
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୨ ହଜାର ୬୪୦ ନୂଆ ଆକ୍ରାନ୍ତ। ଦୀର୍ଘ ୯୧ ଦିନ ପରେ ଦେଶରେ ଦୈନିକ ଆକ୍ରାନ୍ତ ମାମଲା ୪୨ ହଜାରକୁ ହ୍ରାସ ପାଇଛି।
ଦିନକରେ ୧ ହଜାର ୧୬୭ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ବେଳେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୮୯…