Latest Odisha News

BREAKING NEWS

Browsing Tag

indian railways

ବଦନାପୁର-କର୍ମାଡ଼ ଷ୍ଟେସନ ରେଳ ଦୁର୍ଘଟଣା: ରେଳବାଇର ତ୍ଵରିତ ପଦକ୍ଷେପ

ନୂଆଦିଲ୍ଲୀ: ମେ’ ୮, ୨୦୨୦ ଭୋର ୫ଟା ୨୨ ମିନିଟ ସମୟରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣାକ୍ରମେ ରେଳ ଧାରଣା ଉପରେ ଶୋଇଥିବା ଲୋକଙ୍କୁ ମନମାଡ଼ ଆଡ଼କୁ ଯାଉଥିବା ଏକ ମାଲବାହୀ ଟ୍ରେନ ଧକ୍କା ଦେଇଛି । ଏହି ଦୁର୍ଘଟଣା ନାନ୍ଦେଡ଼ ଡିଭିଜନ ଅନ୍ତର୍ଗତ ପରଭାନି-ମନମାଡ଼ ସେକ୍ସନର ବଦନାପୁର ଓ କର୍ମାଡ…

ଭାରତରେ ୫୨୩୧ଟି ରେଳ କୋଚରେ କୋଭିଡ ଯତ୍ନ କେନ୍ଦ୍ର ବ୍ୟବସ୍ଥା; ଓଡ଼ିଶାରେ ୯ଟି ଷ୍ଟେସନ ପ୍ରସ୍ତୁତ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୨୩୧ଟି କୋଚକୁ କୋଭିଡ ଯତ୍ନ କେନ୍ଦ୍ରରେ ରୂପାନ୍ତରିତ କରାଯାଇଛି। ଅତି ସାଧାରଣ କୋଭିଡ ସଂକ୍ରମଣ ମାମଲାଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦିଶାନିର୍ଦ୍ଦେଶ ଅନୁଯାୟୀ ଚିକିତ୍ସା ପାଇଁ ଏଗୁଡ଼ିକୁ କୋଭିଡ-୧୯ ଯତ୍ନ କେନ୍ଦ୍ରରେ ଉପଯୋଗ କରାଯାଇପାରିବ। ଏହି…

ଲକ୍‌ଡାଉନ ହିରୋ: ମୁମ୍ବାଇର ଅଟିଷ୍ଟିକ୍ ଶିଶୁ ପାଇଁଁ ଜରୁରୀ ଓଟ କ୍ଷୀର ରାଜସ୍ଥାନରୁ ପହଞ୍ଚିଲା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଗାଡି ମଟର ଚଳାଚଳ ଉପରେ କଟକଣା ଲାଗିଛି । ଦୋକାନମାନଙ୍କରେ ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ତ ମିଳୁଛି କିନ୍ତୁ ମୁମ୍ବାଇର ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରେ ରହୁଥିବା ଜଣେ ମାଆକୁ ଖାଦ୍ୟ ଆଲର୍ଜି ରହିଥିବା ତାଙ୍କ ସାଢେ ତିନି ବର୍ଷର ଅଟିଷ୍ଟିକ୍…

୧୨ ରେଳଯାତ୍ରୀ କରୋନା ପଜିଟିଭ୍ ଥିବା ସୂଚନା ଦେଲା ରେଳବିଭାଗ

ନୂଆଦିଲ୍ଲୀ: ଦୁଇଟି ଅଲଗା ଅଲଗା ଟ୍ରେନରେ ନିକଟରେ ଯାତ୍ରା କରିଥିବା ୧୨ ଜଣ ଯାତ୍ରୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି । ଏହି ୧୨ ଜଣଙ୍କ ମଧ୍ୟରୁ ୮ ଯାତ୍ରୀ ଆନ୍ଧ୍ରପ୍ରଦେଶ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ରାମାଗୁଣ୍ଡମ୍ ଯାଇଥିବା…

ଜନସାଧାରଣଙ୍କ ସହ ଜଡିତ ରେଳ, ଘରୋଇକରଣର କୌଣସି ପ୍ରସ୍ତାବ ନାହିଁ : ରେଳମନ୍ତ୍ରୀ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: ଭାରତୀୟ ରେଳର ଘରୋଇକରଣ: ରେଳବାଇର ଘରୋଇକରଣ ପ୍ରଶ୍ନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇକହିଛନ୍ତି ଯେ ସେପରି କୋୖଣସି ଯୋଜନା ନାହିଁ | ମଙ୍ଗଳବାର ଦିନ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ପୀୟୂଷ ଗୋୟେଲ କହିଛନ୍ତି ଯେ ଭାରତୀୟ ରେଳ ଦେଶର ଲୋକଙ୍କ ସହ ଜଡିତ ଅଛି ଏବଂ…

ଏଣିକି ଟ୍ରେନରେ କମିବ ପ୍ଲାଷ୍ଟିକ ବ୍ୟବହାର

ନୂଆଦିଲ୍ଲୀ : ଟ୍ରେନ ଭିତରେ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଲାଗିବ କଟକଣା । ଥରେ-ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକର ବ୍ୟବହାର ଉପରେ ଭାରତୀୟ ରେଳ ପକ୍ଷରୁ ଆସନ୍ତା ଅକ୍ଟୋବର ୨ରୁ କଟକଣା ଲଗାଯିବ ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଜାରି ହୋଇଛି । ରେଳବାଇର ସମସ୍ତ ପରିସର ଓ…