ଯୋଗ କଲା ସାରା ଦେଶ ,ଯୋଗ କଲେ ପ୍ରଧାନମନ୍ତ୍ରୀ
ଭୂବନେଶ୍ବର: ଆଜି 8ମ ବିଶ୍ୱ ଯୋଗ ଦିବସରେ ସାରା ଦେଶରେ ଉତ୍ସାହର ସହ ଯୋଗଦିବସ ପାଳନ କରାଯାଇଛି । କର୍ଣ୍ଣାଟକ ମହୀଶୂରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୋଗ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯୋଗ ଏବେ ଅନ୍ତର୍ଜାତୀୟ…