Latest Odisha News

BREAKING NEWS

Browsing Tag

IPL 2020

ଆଇପିଏଲ୍ ହାଇଲାଇଟ୍‌ସ: ସୁପର ଓଭରରେ ପଞ୍ଜାବ ଠାରୁ ମ୍ୟାଚ୍ ଛଡାଇ ନେଲା ଦିଲ୍ଳୀ

ଆବୁଧାବି: ଆଇପିଏଲ୍ ଦ୍ୱିତୀୟ ମ୍ୟଚ୍‌ରେ ଦିଲ୍ଲୀର ରୋମାଂଚକର ବିଜୟ । ପ୍ରଥମେ ମ୍ୟାଚ୍ ଟାଇ ହେଲା । ତା’ପରେ ସୁପର ଓଭରରେ ପଂଜାବ କିଙ୍ଗସ ଇଲେଭେନ୍‌କୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲସ । ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲେ । ସୁପର…

ଆଇପିଏଲ ୨୦୨୦ର ଉଦଘାଟନୀ ମ୍ୟାଚ : ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍‌

ଆବୁଧାବି: ଫଟାଫଟ୍ କ୍ରିକେଟର ମହାସମର ଆଇପିଏଲ ୨୦୨୦ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବାଜିମାତ୍ କରିଛି ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଆଜି ଅନୁଷ୍ଠିତ ହୋଇଥିବା ଉଦଘାଟନୀ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଦଳ ୫ ୱିକେଟରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଧୂଳି…

ବାଜିଲା ଆଇପିଏଲ୍ ବିଗୁଲ: ଟସ୍ ଜିତି CSKର ବୋଲିଂ ନିଷ୍ପତ୍ତି

ଆବୁଧାବି: ବାଜିଲା ଆଇପିଏଲ୍ ବିଗୁଲ । ଆରମ୍ଭ ହୋଇଛି ଫଟାଫଟ ଲଢେ଼ଇ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲର…

ଝଲସିଲାଣି IPL ଗ୍ରାଉଣ୍ଡ, ୩ ଦିନ ପରେ ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲକୁ ଆଉ ମାତ୍ର ୩ ଦିନ ବାକି । ଏହା ମଧ୍ୟରେ ପ୍ରସ୍ତୁତ ହୋଇଯାଇଛି ୟୁଏଇ । ରଙ୍ଗୀନ ଲାଇଟରେ ଝଲସୁଛି ଆବୁଧାବି ଓ ଦୁବାଇ ଷ୍ଟାଡିୟମ । ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ । ଏହି ମ୍ୟାଚ ଆବୁଧାବିରେ ଖେଳାଯିବ। ସେପ୍ଟେମ୍ବର ୧୯ରୁ…

ୟେଲୋ ଜର୍ସିରେ CSK ଟାଇଗର, ଧୋନୀ, ୱାଟସନ୍‌ଙ୍କ ପାୱାର ପ୍ୟାକ୍‌ଡ୍ ଡ୍ୟାନ୍ସ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ପାୱାରଫୁଲ ଟିମ୍ । ହଳିଦିଆ ଜର୍ସିରେ ଚେନ୍ନାଇ ଟାଇଗର । ଆଇପିଏଲ୍ ମହାଲଢ଼େଇ ପୂର୍ବରୁ ରିଲିଜ ହୋଇଛି ଚେନ୍ନାଇ ସୁପରକିଙ୍ଗସ୍‌ର ଜର୍ସି । ହଳଦିଆ ଜର୍ସିରେ ପାୱାର ପ୍ୟାକ୍‌ଡ ପରଫରମାନ୍ସ । କଲର ଉଠାଇ, ଚଷମା ହଲାଇ ଆଇପିଏଲ୍ ପାଇଁ ପୁରା ରେଡି ଟିମ୍ ଚେନ୍ନାଇ ।…

ଆଇପିଏଲ ମାନିଆ: ଟ୍ୱିଟର ଆଣିଲା ନୂଆ ଇମୋଜି

ନୂଆଦିଲ୍ଲୀ: ଆରମ୍ଭ ହେବ ଭାରତର ମହାପର୍ବ ଆଇପିଏଲ । ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ପ୍ରଶଂସକଙ୍କ ଉତ୍ସାହକୁ ବଢ଼େଇବା ପାଇଁ ଟ୍ୱିଟର ଆରମ୍ଭ କରିଛି କିଛି ସ୍ୱତନ୍ତ୍ର ଏମୋଜି ଅଭିଯାନ । ଟ୍ୱିଟର ଆଣିଛି ନଅଟି ଭିନ୍ନ ଏମୋଜି, ଯାହା ୭ଟି ଭିନ୍ନ ଭାଷାରେ ଉପଲବ୍ଧ ହେବ । ଏହି…

ଆଇପିଏଲରେ ଖେଳିବେ ଆମେରିକୀୟ କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି

ଦୁବାଇ: ଚଳିତ ଥର ଆଇପିଏଲରେ ଖେଘଳିବେ ଜଣେ ଆମେରିକୀୟ କ୍ରିକେଟର । ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଅଲ୍ଲୀ ଖାନ । କୋଲକାତା ନାଇଟ ରାଇଡର୍ସ ଦଳର ଦ୍ରୁତ ବୋଲର ହ୍ୟାରି ଗର୍ନି ଆହତ ଥିବା କାରଣରୁ ତାଙ୍କ ସ୍ଥାନରେ ଅଲ୍ଲୀ ଖାନଙ୍କୁ ଖେଳାଇବାକୁ ନିଷ୍ପତ୍ତି ହୋଇଛି । ଏହି ୨୯ ବର୍ଷୀୟ…

ଆଇପିଏଲ ଖେଳାଳି କରୋନାକୁ ଭୟ କରିବେ ନାହିଁ: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ଆସନ୍ତା ଆଇପିଏଲରେ କରୋନା ଭାଇରସ୍ ମହାମାରୀ କ୍ରିକେଟ୍ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇବ ନାହିଁ। ଦିଲ୍ଲୀର ପୂର୍ବତନ ରାଜଧାନୀ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଖେଳାଳିମାନେ ନିର୍ଦ୍ଧେଶିତ ନିର୍ଦ୍ଦେଶାବଳୀ ପାଳନ…

ଇଓଏନ୍ ମୋର୍ଗାନ୍ ଓ ପ୍ୟାଟ୍ କମିନ୍ସ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଉପଲବ୍ଧ ହେବେ: ଦଳୀୟ ଅଧିକାରୀ

ୟୁଏଇ: ଆଇପିଏଲ୍ ୨୦୨୦ ରେ କୋଲକାତା ନାଇଟ୍ ରାଇଡର୍ସର ପ୍ରଥମ ଦଳୀୟ ମ୍ୟାଚ ରେ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍ ଏବଂ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଉଭୟ ଉପଲବ୍ଧ ହେବେ ବୋଲି ଜଣାପଡିଛି । ଭେଙ୍କି ମାଇସୋର ESPNCricinfo.com କୁ କହିଛନ୍ତି ଯେ ନାଇଟ୍ ରାଇଡର୍ସ ଆବୁଧାବିରେ…

ରବିବାର ପ୍ରକାଶ ପାଇବ IPL କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଉ ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୩ତମ ସିଜନ୍ । ତେବେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ମ୍ୟାଚ୍ ସୂଚୀ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ । ସପ୍ଟେମ୍ବର ୪ରେ ଏହି ସୂଚୀ ପ୍ରକାଶ ପାଇବ ବୋଲି ଚର୍ଚ୍ଚା…