Latest Odisha News
Browsing Tag

Jagannath Temple

ବିଧାୟକଙ୍କ ସ୍ନାନ ମଣ୍ଡପରେ ଚଢିବା ଘଟଣା: ନିଲମ୍ବିତ ହେଲେ ୨ ସେବାୟତ

ପୁରୀ : ଜୁନ୍ ୧୭ରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ନିୟମର ଉଲଙ୍ଘନ କରିବା ଅଭିଯୋଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ସୋମବାର ଦିନ ୨ ସେବାୟତଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୨ ସେବାୟତଙ୍କ ମଧ୍ୟରେ ସୋମନାଥ ଖୁଣ୍ଟିଆ ଓ…

ଏଏସଆଇ ଦ୍ୱାରା ସମ୍ପନ୍ନ ହେଲା ଶ୍ରୀମନ୍ଦିର ‘ଫନି’ ମରାମତି କାର୍ଯ୍ୟ

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମରାମତି କାର୍ଯ୍ୟ ଠିକ୍ ସମୟରେ ସମ୍ପନ୍ନ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ (ଏଏସଆଇ) ସୋମବାର ଦିନ ପ୍ରକାଶ କରିଛି । “ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣର ମହାନିର୍ଦ୍ଦେଶକ ଓଷା…

ଶ୍ରୀମନ୍ଦିରରେ ଗୁପ୍ତ ନୀତି ଲାଗି ଦାୟିତ୍ୱ ନେଲେ ଦଇତାପତି ସେବାୟତ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିଥିବା ଦଇତାପତିମାନେ ଶ୍ରୀଜୀଉଙ୍କ ପାରମ୍ପରିକ ଗୁପ୍ତ ନୀତି କାର୍ଯ୍ୟନିର୍ବାହ କରିଥାନ୍ତି । ବର୍ଷସାରା ଶ୍ରୀମନ୍ଦିରରେ ପଣ୍ଡା…

ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବ ନେଇ ସୂଚନା ମିଳିଛି । ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ…

ଶ୍ରୀମନ୍ଦିରରେ ପୁଣି ଉଡିଲା ପତିତପାବନ ବାନା

ପୁରୀ : ବାତ୍ୟା ‘ଫନି’ ପ୍ରଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ବାନା ଉଡିଯାଇଥିଲା ବେଳେ ଗୁରୁବାର ଦିନ ସେବାୟତମାନଙ୍କ ପକ୍ଷରୁ ମନ୍ଦିରରେ ୧୪ ଫୁଟ୍ ଲମ୍ବ ବିଶିଷ୍ଟ ବାନା ଲଗାଯାଇଛି । ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପତିତପାବନ ବାନା ବଦଳା ଯାଇ ୫ ଫୁଟ୍…

ନୀଳଚକ୍ର ବାନା କାଢିବା ପ୍ରସଙ୍ଗ: ୩ ଜେଟିପି କର୍ମଚାରୀଙ୍କୁ ନୋଟିସ୍ ଜାରି

ପୁରୀ : ପୁରୀ ଜଗନ୍ନାଥ ମନ୍ଦିର ଉପରୁ ଜଣେ ମାନସିକ ବିକୃତ ନାବାଳକ ମନ୍ଦିରର ବାନା କାଢିବା ଘଟଣାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶସନ ଶୁକ୍ରବାର ଦିନ ଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି)ର ୩ ପୋଲିସ ଅଧିକାରୀଙ୍କୁ ନୋଟିସ୍ ଜାରି କରିଛି । ସେମାନଙ୍କୁ ପ୍ରାୟ ୨ ସପ୍ତାହ ମଧ୍ୟରେ ଜବାବ ରଖିବା…

ଗୁପ୍ତ ନୀତି ଲାଗି ୪ଘଣ୍ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦିନ ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ)…