Latest Odisha News

BREAKING NEWS

Browsing Tag

Jajpur

ଅଧା ରହିଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ  

ଚଣ୍ଡିଖୋଲ : ବାଇକ୍‌କୁ ପିଟିଲା ଅଜଣା ଗାଡ଼ି । ଚାଲିଗଲା ୩ ଜୀବନ । ଚଣ୍ଡିଖୋଲ ଜାତୀୟ ରାଜପଥ କଢ଼େଇ ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ବନ୍ଧୁ ପୁରୀ…

ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ

ଯାଜପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଜଣଙ୍କ ଜୀବନ । ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ପ୍ରାଣ । ଘର ନିକଟରେ ଥିବା ଜିଆଇ ତାରରେ ଲୁଗା ଶୁଖାଇବା ବେଳେ ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା । ଶିକ୍ଷୟିତ୍ରୀଙ୍କୁ…

ଚାଉଳ ପାଇଁ ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଦେଢ଼ କିଲୋମିଟର, ସୁବିଧା ପାଇଁ ବୃଦ୍ଧାଙ୍କ ନିବେଦନ

ଯାଜପୁର: ବୟସ ଛୁଇଁଲାଣି ୧୦୦ । ଅଣ୍ଟା ନଇଁ ପଡ଼ିଲାଣି । ହାତ ଗୋଡ଼ ଥର ଥର ହେଉଛି । ଚାଲିବାକୁ ନାହିଁ ବଳ ତଥାପି ଆଶାବାଡ଼ି ସହାୟତାରେ ଚାଉଳ ପାଇଁ ଧାଉଁଛନ୍ତି ବୃଦ୍ଧା । ଆମେ କହୁଛୁ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତ ବନ୍ଦସାହିର କାଲି ଜେନାଙ୍କ କଥା ।…

ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର : ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ।ଏହି ଘଟଣାର ତଦନ୍ତ କରୁଛି ପୋଲିସ । ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ଧୂସୁରୀ ଅଞ୍ଚଳର ନନ୍ଦ କିଶୋର ସାହୁଙ୍କ ଝିଅ…

ମଦ୍ୟପ ଯୁବକଙ୍କର ଉନ୍ମତ୍ତ କାଣ୍ଡ ; ଛୁରାମାଡ଼ରେ ପୁଅ ମୃତ, ବାପ ଗୁରୁତର

ଯାଜପୁର : ମଦ୍ୟପ ଯୁବକଙ୍କ ଛୁରାମାଡ଼ରେ ପୁଅ ମୃତ ବାପ ଗୁରୁତର । ଏଭଳି ଅଭାବନୀୟ ଘଟଣା ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗ୍ରାମରେ ଦେଖିବାକୁ ମିଳିଛି  । ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି ଯାଜପୁର ରୋଡ ଥାନା ପୋଲିସ । ସୂଚନା ଅନୁଯାୟୀ,  ଗତକାଲି ରାତି ୯ ଟା ସମୟରେ…

ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ମା କୁଆଁସ ମଙ୍ଗଳାଙ୍କ ପୀଠ

ଯାଜପୁର : ପବିତ୍ର ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁଶ ମଙ୍ଗଳାଙ୍କ ମହୋତ୍ସବ। ଏଥିପାଇଁ ପୁରା ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଛି। ଭକ୍ତଙ୍କ ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ଅଂଚଳ ଆଉ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ।…

୧୦ ବର୍ଷର ଶିଶୁକୁ ବିକ୍ରି କଲା ସଇତାନ୍‌ ବାପା; ମା’ କୋଳକୁ ଫେରାଇଲା ପୋଲିସ

ଯାଜପୁର :  ୧୦ ବର୍ଷର ଶିଶୁକୁ ବିକ୍ରିକଲା ବାପା । ଆରୁହା ହାଟରେ ବିକ୍ରି କରିବାକୁ ସାଙ୍ଗରେ ନେଇଥିଲେ ପୁଅକୁ । ବିକ୍ରି ପୂର୍ବରୁ ମାଡ଼ି ବସିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ବଡ଼ଚଣା ଥାନା ଅଧିନ ଶାସନ ପୁରୁଷୋତ୍ତମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି  । ସୂଚନା ଅନୁଯାୟୀ,…

ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା; ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଭଗବାନଙ୍କ ପ୍ରତି ଥିବା ନିଷ୍ଠା ଓ ବିଶ୍ୱାସର ପ୍ରତୀକ ଏହି ଝାମୁଯାତ୍ରା । ବରୁହାଁ ପଞ୍ଚାୟତ କେତକୀଆ ଜଗତ୍‌ଜନନୀ ମହାମାୟା ବିଶ୍ୱରୂପା ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଛି । ବର୍ଷ ବର୍ଷ ଧରି ଆଦ୍ୟଶକ୍ତି ଜଗତ ଜନନୀ ମହାମାୟା ବିଶ୍ଵରୂପା ପୀଠରେ ଚାଲିଛି ଏହି ପରମ୍ପରା ।ଏହି…

ଟ୍ରକ ପଛରେ ଧକ୍କା ଦେଇ ଜଳିଗଲା ଟ୍ରେଲର, ଚାଲିଗଲା ଦୁଇ ଜୀବନ

ଯାଜପୁର : ସକାଳୁ ସକାଳୁ ଦୁର୍ଘଟଣା । ଟ୍ରକ୍‌ ସହ ଧକ୍କା ଦେଇ ଜଳିଗଲା ଟ୍ରେଲର । ଘଟଣାସ୍ଥଳରେ ଡ୍ରାଇଭର ଜୀବନ୍ତ ଦଗ୍ଧ । ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ହେଲ୍ପର ଜୀବନ । ଏହି ଦୁର୍ଘଟଣା ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଘଟିଛି । ସୂଚନା ମୁତାବକ,  ଆଜି ଭୋର…

ନବୀନଙ୍କ ଫୋକସରେ ସ୍ୱାସ୍ଥ୍ୟସେବା, କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ବର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି, ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି।…