Latest Odisha News

BREAKING NEWS

Browsing Tag

Jammu and Kashmir

ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କଂଗ୍ରେସ ଏବଂ ନ୍ୟାସନାଲ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ନ୍ୟାସନାଲ କନଫରେନ୍ସ ର ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଜନସାଧାରଣ ଧାରା ୩୭୦…

ଖାଇକୁ ଖସିଲା ଟାଟା ସୁମୋ, ୫ ଶିଶୁଙ୍କ ସମେତ ୮ ମୃତ

ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଡାକସୁମ୍ ଅଞ୍ଚଳରେ ଶନିବାର ଦିନ ଏକ ଗାଡି ଖାଇକୁ ଖସି ପଡ଼ିବା ଫଳରେ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଆଠଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ପୀଡିତଙ୍କ ମଧ୍ୟରେ ଜଣେ ପୁରୁଷ, ଦୁଇ ମହିଳା ଏବଂ ପାଞ୍ଚ ଜଣ ଶିଶୁ ଅଛନ୍ତି ଏବଂ ସେମାନେ…

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ, ଯବାନ ଆହତ

କୁପୱାରା: ଜମ୍ମୁ କାଶ୍ମୀରର କୁପୱାରାରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଜମ୍ମୁ କଶ୍ମୀରର କୁପୱାଡାର ଲୋଲାବ ଉପତ୍ୟକାର ତ୍ରିମୁଖା ଟପ୍ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।…

ଜମ୍ମୁକାଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରବାସୀ । ଜମ୍ମୁକାଶ୍ମୀରର ଶୋପିଆନରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । ଆତଙ୍କବାଦୀ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ କରିଥିବା ବେଳେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଅନୱର, ହୀରାଲାଲ୍ ଓ…

ସୁପ୍ରିମକୋର୍ଟ ବଦଳାଇ ପାରିବେ କି ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ?

ନୂଆଦିଲ୍ଲୀ: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୪ ବର୍ଷ ପରେ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହେବାକୁ ଯାଉଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ୩୭୦ ଉଚ୍ଛେଦକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଯାହାର ଶୁଣାଣି ଅଗଷ୍ଟ ୨ରୁ ନିୟମିତ ଭାବେ କରାଯିବ । ସମସ୍ତ…

କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଶ୍ରୀନଗର: ଶନିବାର ଅପରାହ୍ଣରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାର୍ ଜମ୍ମୁକାଶ୍ମୀରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ମାଲବାହୀ ଟ୍ରକ୍ ଧକ୍କା ଦେଇଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି । ଦୁର୍ଘଟଣା ପରେ ତୁରନ୍ତ ସୁରକ୍ଷା କର୍ମୀ…

ଘାଟିରେ ଆତଙ୍କୀଙ୍କ ନୂଆ ଷଡଯନ୍ତ୍ର

ଶ୍ରୀନଗର: କାଶ୍ମୀର ଘାଟିରେ ଷଡଯନ୍ତ୍ରର ନୂଆ ତରିକା ତିଆରି କରିଛନ୍ତି ଆତଙ୍କବାଦୀ । ଏହି ନୂଆ ତରିକା ହେଉଛି ସେଣ୍ଟ ବମ  ବା ପରଫ୍ୟୁମ ବମ । ଜାମ୍ମୁ-କଶ୍ମରରେ ପ୍ରଥମ ଥର ପାଇଁ ଏପରି ପରଫ୍ୟୁମ ବମ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ନରୱାଲରେ ଜାନୁଆରୀ ୨୧ରେ ଜମ୍ମୁର ନରୱାଲରେ  ୨ଟି…

ଅଣ-କାଶ୍ମୀର ଶ୍ରମିକଙ୍କୁ ପୋଲିସ/ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର ଆଡଭାଇଜରୀ ମିଛ

କାଶ୍ମୀର: ଅଶ-କାଶ୍ମୀର ଶ୍ରମିକଙ୍କୁ ପୋଲିସ କିମ୍ବା ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର କରିବା ନେଇ ଜାରି ହୋଇଥିବା ଆଡଭାଇଜରୀ ମିଛ । ଏଥିରେ କୌଣସି ସତତ୍ୟ ନାହିଁ । ଆଜି ଏହି ସ୍ପଷ୍ଟୀକରଣ ଦେଇଛି କାଶ୍ମୀର ଜୋନ୍ ପୋଲିସ । ଟ୍ୱିଟ୍ କରି ଆଡଭାଇଡରୀ ଉପରେ ସ୍ପଷ୍ଟୀକପଣରେ ଦେଇ ଏହାକୁ ମିଛ ବୋଲି…

ଟାର୍ଗେଟ କିଲିଂ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ସତର୍କ, ୫୭୦ ଅଟକ

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଅଶାନ୍ତ କରିବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଘାଟିରେ ୨୫ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି । ଏହା ମଧ୍ୟରେ ୩ ବାହାର ଲୋକ, ୨ କଶ୍ମୀର ପଣ୍ଡିତ ଓ ୧୮ଜଣ ମୁସଲମାନ ରହିଛନ୍ତି । ସୁରକ୍ଷାକର୍ମୀ ସତର୍କତାମୂଳକ…

ସୋପିଆନରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପିଆନ୍ ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। https://twitter.com/KashmirPolice/status/1390097023886524417?s=19 ସୂଚନା…