Latest Odisha News

BREAKING NEWS

Browsing Tag

Jammu and Kashmir

ଶ୍ରୀନଗରରେ ପୋଲିସ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ,୨ ପୋଲିସ କର୍ମୀ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଶ୍ରୀନଗରରେ ପୁଣି ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରରେ ବାରାଜୁଲ୍ଲା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୨ ପୋଲିସ କର୍ମୀ ସହିଦ ହୋଇଛନ୍ତି । ଗୁଳିମାଡ଼ର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି ।…

୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ବିଦେଶୀ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବିଦେଶୀ ପ୍ରତିନିଧି ୨ ଦିନିଆ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଆସି ଶ୍ରୀନଗରରେ ପହଞ୍ଚିଛନ୍ତି । ଭାରତ ଫେବ୍ରୁଆରୀ ୫ରେ ଜମ୍ମୁ ଓ କାଶ୍ମୀରରେ ୪ଜି ସେବା ପୁଣି ଆରମ୍ଭ ହୋଇଥିବା ଘୋଷଣା କରିଥିଲା । ଧାରା ୩୭୦ ପ୍ରତ୍ୟାହାରର ପ୍ରାୟ ୧୮ ମାସ ପରେ ଆରମ୍ଭ ହୋଇଥିଲା ୪ଜି ଇଣ୍ଟରନେଟ୍ ସେବା…

ପାକିସ୍ତାନର ଆଉ ଏକ ଚାଲ ଭଣ୍ଡୁର : ଅନୁପ୍ରବେଶ ଉଦ୍ୟମ ବେଳେ ଜଣେ ସନ୍ଧିଗ୍ଧକୁ ଗୁଳିକରି ହତ୍ୟା କଲେ ବିଏସ୍ଏଫ୍ ଯବାନ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ସାମ୍ବା ଅଞ୍ଚଳରେ ପାକିସ୍ତାନର ଆଉ ଏକ ଚାଲକୁ ଭଣ୍ଡୁର କରିଛି ଭାରତୀୟ ସେନା । ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଥିବା ଜଣାପଡିଛି । ମୃତକର ପରିଚୟ ମିଳିନଥିବା ବେଳେ ସର୍ଚ୍ଚଅପରେସନ୍‌ ଜାରି ରହିଛି । ସୂଚନା ଅନୁସାରେ,…

ଜମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସମ୍ମାନଜନକ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ହେବା…

ନୂଆଦିଲ୍ଲୀ: ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ୍ ବାଜୱା ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ସମ୍ମାନଜନକ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଆହ୍ବାନ କରିଛନ୍ତି। ଖାଇବର-ପାଖ୍ଟନଖୱାସ୍ଥିତ ରିସାଲପୁରର ପାକିସ୍ତାନ ବାୟୁସେନା (PAF) ଅସଗର…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ । ଟ୍ରକରେ ଆସୁଥିବା ଆତଙ୍କୀଙ୍କୁ ନିପାତ କରିଛନ୍ତି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ଜାତୀୟ ରାଜପଥ ନାଗରୋଟା ବାନ ଟୋଲପ୍ଲାଜା ନିକଟରେ ଗୁଳିବିନିମୟ ହୋଇଥିଲେ । ଗୁଇନ୍ଦା ସୂଚନା ଆଧାରରେ ଟୋଲ ପ୍ଲାଜାରେ ନିକଟରେ ନାକାବନ୍ଦୀ…

ଅସ୍ତ୍ରବିରତି ଉଲ୍ଲଂଘନ ନେଇ ପାକ୍ ହାଇକମିଶନରଙ୍କୁ ସମନ୍ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଏନେଇ ପାକିସ୍ତାନ ହାଇକମିଶନଙ୍କୁ ସମନ୍ କରିଛି ଭାରତ । ଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସମନା କରାଯାଇଛି । ଗତ କିଛି ଦିନ ଭିତରେ ଜାମ୍ମୁ କାଶ୍ମୀର…

କୁପୱାଡାରେ ସୁରକ୍ଷାବଳ-ଆତଙ୍କବାଦୀ ଗୁଳି ବିନିମୟ; ୩ ଆତଙ୍କବାଦୀ ନିହତ ଓ ୪ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାଛଲି ସେକ୍ଟର ଏଲଓସି ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ…

ଭୂକମ୍ପରେ ଥରିଲା କାଶ୍ମୀର ଘାଟି

ଜମ୍ମୁକାଶ୍ମୀର: ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ଆଜି ଭୋରୁ ଜମ୍ମୁ-କାଶ୍ମୀରର ପହଲଗାମ୍ ଅଂଚଳରେ ଭୂକମ୍ପ ଝଟ୍‌କା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି । ଶନିବାର ଭୋର ସମୟ ୪ଟା ୨୯ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣା ପଡ଼ିଛି। ନ୍ୟାସନାଲ…