Latest Odisha News

BREAKING NEWS

Browsing Tag

jharsuguda

ଅସହାୟ ମହିଳାଙ୍କ ପାଇଁ ଆଶାର କିରଣ ସାଜିଛନ୍ତି ଆନନ୍ଦିନୀ : ପାଲଟିଛନ୍ତି ଜଟିଳ ଜୀବନର ସରଳ ସୂତ୍ରଧର

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଝାରସୁଗୁଡା: ଦିନେ ସୀତାଙ୍କୁ ଦେବାକୁ ପଡିଥିଲା ଅଗ୍ନିପରୀକ୍ଷା । ଅପମାନିତ ହେବାକୁ ପଡିଥିଲା ଦ୍ରୋପଦୀଙ୍କୁ । କୁନ୍ତିଙ୍କୁ ବି ନିଜ ରକ୍ତର ପୁଅ କର୍ଣ୍ଣଙ୍କ ପାଖରୁ ସହିବାକୁ ପଡିଥିଲା ଅଭିମାନ । ଏବେ ତ ବଦଳି ଯାଇଛି ସମୟ । ବଦଳି ଯାଇଛି…

ଜଳିଗଲା ମୋବାଇଲ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଝାରସୁଗୁଡ଼ା: ରାତିରେ ମୋବାଇଲ୍ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ଜିନିଷ ଓ ଉପକରଣ ପୋଡ଼ି ପାଉଁଶ ହୋଇଛି । ଝାରସୁଗୁଡ଼ାର ବକ୍ସି ଛକଠାରେ ଥିବା ଏକ ମୋବାଇଲ ଦୋକାନରେ ଏହି ଅଗ୍ନିକାଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମହାପାତ୍ର ଇଲେକ୍ଟ୍ରୋନିକ୍ସ ନାମକ ମୋବାଇଲ ଦୋକାନରେ…

ଘରେ ଲାଗିଲା ନିଆଁ, ଦୁଇ ମହିଳା ଗୁରୁତର

ଝାରସୁଗୁଡ଼ା: ବ୍ରଜରାଜଗନରରେ ସକାଳୁ ସକାଳୁ ଅଗ୍ନିକାଣ୍ଡ । ଗୋଟିଏ ଘରେ ନିଆଁ ଲାଗିବାରୁ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ଦୁଇ ଜଣ ମହିଳା । ସେମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ବ୍ରଜରାଜନଗର ଷ୍ଟେସନପଡ଼ାରେ ଥଏହି ଅଘଟଣ ଘଟିଛି । ଆହତ ଦୁଇ ମହିଳା…

ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ ଘଟଣା, ୮ ଗିରଫ

ଝାରସୁଗୁଡା: ଝାରସୁଗୁଡା ଗ୍ରାମ୍ର ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜ ପଟ୍ଟନାୟକଙ୍କୁ ଅପହରଣ ଘଟଣାରେ ୮ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଆର ଡବ୍ଲୁ କଲୋନିର ଶିବ ତାଣ୍ଡି, ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଟାବନ୍ଧର ପଙ୍କଜ ବାଗ, ଟିଟିଲାଗଡ଼…

୨୫ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର‌୍ୟ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି…

ଆଇସୋଲେସନ ୱାର୍ଡରେ ପଡି ରହିଛି ୨ଜଣଙ୍କ ମୃତଦେହ, ଭିଡିଓ ଭାଇରାଲ

ଝାରସୁଗୁଡା: ସାମ୍ନାକୁ ଆସିଲା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚରମ ଅବ୍ୟବସ୍ଥା । ଡାକ୍ତରୀ ଅବହେଳାରୁ ଆଇସୋଲେସନ ୱାର୍ଡରେ ପଡି ରହିଛି ଦୁଇ ଦୁଇଟି ମୃତଦେହ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ୍ ୱାର୍ଡରେ…

ବ୍ରିଜ ତଳକୁ ଖସିଲା ହାଇୱା, ୨ ନିଖୋଜ

ଝାରସୁଗୁଡା: ଝାରସୁଗୁଡା ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ପଡିଛି । ଫଳରେ ଏଥିରେ ଥିବା ୨ଜଣ ନିଖୋଜ ହୋଇଯାଇଛନ୍ତି । ହାଇଓ୍ଵାର ଚାଳକଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଯୁବକ ଦ୍ୱୟ ହେଲେ ଜିତେନ୍ଦ୍ର ପ୍ରଧାନ ଓ ଅରବିନ୍ଦ ସାହୁ। ଉଦ୍ଧାର ହୋଇଥିବା ହାଇଓ୍ଵା…

ସିଲ ହେଲା ଝାରସୁଗୁଡାର ୫ ନର୍ସିଂ ହୋମ

ଝାରସୁଗୁଡା: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଝାରସୁଗୁଡାର ୫ ଟି ଘରୋଇ ନର୍ସିଂହୋମ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଝାରସୁଗୁଡା ସହରରେ ଥିବା ତିନୋଟି ଓ ବ୍ରଜରାଜନଗର ଏବଂ ବେଳପାହାଡ଼ ସହରର ଗୋଟିଏ ଲେଖାଏଁ ଘରୋଇ ନର୍ସିଂହୋମ ସିଲ୍ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଘରୋଇ ହସ୍ପିଟାଲ ପାଇଁ…

କୋଭିଡ ନିୟମ ଉଲ୍ଲଂଘନ: ସିଲ୍ ହେଲା ୩ଟି ନର୍ସିଂହୋମ୍‌

ଝାରସୁଗୁଡା: ପୁଣି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ । ମାନିଲେନି ନିୟମ । ସିଲ୍ ହେଲା ୩ଟି ନର୍ସିଂହୋମ୍ । ଝାରସୁଗୁଡାରେ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ତିନୋଟି ନର୍ସିଂହୋମ୍‌କୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ନେଇ ସୂଚନା ମିଳିଛି । ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ, ଆର. କେ.…

ଝାରସୁଗୁଡା ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ, ୭ ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ସ୍ଥିତ ଏକ ସ୍ପଞ୍ଜ ଆଇରନ୍ ପ୍ଲାଂଟରେ ବିସ୍ଫୋରଣ ହୋଇଛି । TPSL ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ଥିବା SMSର ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍‌ ହୋଇ ବିସ୍ଫୋରଣ ହୋଇଛି । ଫଳରେ ୭ ଜଣ ଶ୍ରମିକ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା…