Latest Odisha News

BREAKING NEWS

Browsing Tag

JSPL

JSPL ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟା ଘଟଣା, ଗେଷ୍ଟ ହାଉସ୍ ରୋଷେୟା ଗିରଫ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ପାୱାର୍ ମିଲିଟେଡ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କୁ ହତ୍ୟାର ୨ ଦିନ ପରେ ପୋଲିସକୁ ସଫଳତା ମିଳିଛି । ଲଜିଷ୍ଟିକ ମ୍ୟାନେଜର ମୋତିରାମ ପାଲଙ୍କୁ ହତ୍ଯା ଘଟଣାରେ ଲହୁଣୀପଡ଼ା ପୋଲିସ ବରସୁଆଁ ସ୍ଥିତ କମ୍ପାନୀ ଗେଷ୍ଟ ହାଉସର ରୋଷେୟାକୁ ଗିରଫ କରିଛି । ଗିରଫ…

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରେ ଥିବା ଜିନ୍ଦଲ ଗେଷ୍ଟ ହାଉସର ରୁମରୁ ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଥିବା ବେଳେ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲହୁଣୀପଡ଼ା ପୋଲିସ…

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦

ଭୁବନେଶ୍ବର: କର୍ପୋରେଟ୍ ସାମାଜିକ ଦାଇତ୍ଵ (ସିଏସ୍ଆର୍) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ ଦୁଇଟି ବର୍ଗରେ ବିଜେତା ଘୋଷଣା…

ଜେଏସପିଏଲକୁ ସମ୍ମାନଜନକ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର

ଭୁବନେଶ୍ବର : ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ମୁମ୍ବାଇରେ ଅନୁଷ୍ଠିତ ଷଷ୍ଠ ଇଣ୍ଡିଆ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ସମ୍ମାନ ୨୦୨୦ କାର‌୍ୟ୍ୟକ୍ରମରେ ବର୍ଷର ସମ୍ମାନଜନକ ରେସିଲିଏଣ୍ଟ୍ ଯୋଗାଣ ଶୃଙ୍ଖଳା ପୁରସ୍କାରରେ ସମ୍ମାନିତ ହୋଇଛି…

ଜେଏସ୍‌ପିଏଲ୍ ଅନୁଗୁଳ କାରଖାନା ପରିଦର୍ଶନ କଲ‌େ ଖୋର୍ଦ୍ଧା ରେଳ ଡି.ଆର୍‌.ଏମ୍‌

ଅନୁଗୁଳ: ପୂର୍ବତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ଡିଭିଜନ୍‌ର ଡିଭିଜନାଲ୍ ରେଲ୍‌ୱେ ମ୍ୟାନେଜର ଶଶୀକାନ୍ତ ସିଂହ ଗୁରୁବାର ଦିନ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌)ର ଅନୁଗୁଳ ସମନ୍ୱୀତ ଇସ୍ପାତ କାରଖାନା ପରିଦର୍ଶନ କରିଛନ୍ତି। ଏହି ସମୟରେ ଉଭୟ ରେଳବାଇ ଓ ଜେଏସ୍‌ପିଏଲ୍…

ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ

ଅନୁଗୁଳ: ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଅଛି । ଏହାକୁ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ…

ଜେଏସପିଏଲକୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡ – ୨୦୨୦

ଭୁବନେଶ୍ୱର: ବ୍ରାଣ୍ଡ ଇଣ୍ଡିଆ ପକ୍ଷରୁ ଅନଲାଇନରେ ଆୟୋଜିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସିଏସଆର ଇମ୍ପାକ୍ଟ ଆୱାର୍ଡସ ୨୦୨୦ ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ମୋଷ୍ଟ ଇନୋଭେଟିଭ୍ ପ୍ରୋଜେକ୍ଟ ଅଫ୍ ଦି ଇୟର ପୁରସ୍କାର ଜିତିଛି । ଜେଏସପିଏଲ ଏହାର ପ୍ରୋଜେକ୍ଟ ପାଇଁ 'ଆଶା- ଦ…

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର

ନୂଆଦିଲ୍ଲୀ : ସିଏସଆର କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)କୁ ଗ୍ରୀନ୍ ଟେକ୍ ସିଏସ୍ଆର୍ ଇଣ୍ଡିଆ ୨୦୨୦ ପୁରସ୍କାର ପ୍ରଦାନ କରାଯାଇଛି । ଗ୍ରୀନ୍ ଟେକ୍ ଫାଉଣ୍ଡେସନ୍ ଦ୍ୱାରା ଅନଲାଇନ ଆୟୋଜିତ ସପ୍ତମ…

ଇସ୍ପାତ ନିର୍ମାଣରେ ଜେଏସ୍‌ପିଏଲ୍‌ର ରେକର୍ଡ; ଲକ୍‌ଡାଉନ୍ ସତ୍ତ୍ୱେ ରପ୍ତାନୀ ବିକ୍ରୟରେ ରେକର୍ଡ ୧୦୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ନବୀନ ଜିନ୍ଦଲ ନେତୃତ୍ୱାଧିନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ଇସ୍ପାତ ନିର୍ମାଣରେ ଗତ ଅପ୍ରେଲ (୨୦୨୦) ମାସରେ ନୂତନ ରେକର୍ଡ ପ୍ରତିଷ୍ଠା କରିବା ସହିତ ସର୍ବୋଚ୍ଚ ପରିମାଣର ଇସ୍ପାତ ଏବଂ ତାହା ସଂବନ୍ଧିୟ ଉତ୍ପାଦ ରପ୍ତାନୀ କରିଛି ।  ଅପ୍ରେଲ ମାସରେ…

କୋଭିଡ-୧୯ ମୁକାବିଲା: ସରକାର, ଲୋକମାନଙ୍କୁ ସହାୟତାର ହାତ ବଢାଇଲା ‘ଜେଏସପିଏଲ’

ଭୂବନେଶ୍ୱର: କୋଭିଡ-୧୯ ମୁକାବିଲା ପାଇଁ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ସହାୟତାର ହାତ ବଢାଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର ଲିଃ (ଜେଏସ୍‌ପିଏଲ୍‌) ଓଡିଶାର ତିନି ଜିଲ୍ଲାରେ ତାର କାରଖାନା କିମ୍ବା ଖଣି ନିକଟବର୍ତ୍ତି ଅଞ୍ଚଳରେ କରୋନା ଭୂତାଣୁ ରୋକିବା ପାଇଁ ସଚେତନ କରିବା ଠାରୁ…