Latest Odisha News

BREAKING NEWS

Browsing Tag

Kalahandi Police

ବିବାହ କଲେ ଆତ୍ମସମର୍ପିତ ମାଓ ପ୍ରେମୀ ଯୁଗଳ

ଭବାନିପାଟଣା: ମାଓବାଦ ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ପ୍ରେମୀ ଯୁଗଳଙ୍କୁ ବାହା କରାଇଛି କଳାହାଣ୍ଡି ପୋଲିସ । ୨୦୧୬ରେ ଆତ୍ମସମର୍ପଣ କରିଥିବା କଲମଦେଇ ଏବଂ ୨୦୨୦ରେ ମାଓବାଦ ରାସ୍ତା ଛାଡ଼ିଥିବା ରାମଦାସ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶୁକ୍ରବାର ଭବାନିପାଟଣା…

ଏକତରଫା ପ୍ରେମରୁ ହତ୍ୟା: ଯୁବକଙ୍କ ଛୁରାମାଡ଼ରେ ପ୍ରେମିକାଙ୍କ ମାଆ ମୃତ, ଯୁବତୀ ଗୁରୁତର

ଭବାନୀପାଟଣା: ଏକତରଫା ପ୍ରେମରୁ ହତ୍ୟା । ପ୍ରେମିକ ସାଜିଲା ସୈତାନ । ପ୍ରେମର ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଯାଇ ଉନ୍ମତ୍ତକାଣ୍ଡ କରିଛି । ଯାହାକୁ ପ୍ରେମ କରୁଥିବା ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କଲା । ଯୁବକଙ୍କ ଛୁରାମାଡ଼ରେ ଯୁବତୀ ଗୁରୁତର ହୋଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ…

୫ ସାଇବର ଠକ ଗିରଫ 

ଭୁବନେଶ୍ବର : ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି ପୋଲିସ । ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କଠାରୁ ଏମାନେ ଠକେଇ କରିଥିବା ଅଭିଯୋଗ ହୋଇଛି ।   ସୂଚନା ଅନୁସାରେ, ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ…