Latest Odisha News
Browsing Tag

Kamalnath

କମଲ ଧରିବେ କମଳ!

ଭୋପାଳ:କମଳ ଧରିବେ କି କମଲନାଥ? କଂଗ୍ରେସ ହାତ ଛାଡି ଭାଜପା ଶିବିରରେ ପଦ୍ମ ଧରିପାରନ୍ତି କମଲନାଥ। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମଧ୍ୟପ୍ରଦେଶ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି,…

କଂଗ୍ରେସର କର୍ଣ୍ଣାଟକ ଫଣ୍ଡା ମଧ୍ୟପ୍ରଦେଶରେ ଆପଣାଉଛି ବିଜେପି!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ରାଜନୈତିକ ଲଢେଇ ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। କର୍ଣ୍ଣାଟକ ଢାଞ୍ଚାରେ ରାଜ୍ୟରେ ମାହୋଲ ତିଆରି କରିବା ସହ ରାଜ୍ୟବାସୀଙ୍କୁ ୫ ଟି ଗ୍ୟାରେଣ୍ଟି ଦିଆଯାଇଛି। ଏଭଳି ସ୍ଥିତିରେ…

‘ରାମ ନାମ’ ଛଡାଇ ନେଲା କଂଗ୍ରେସ, ବିଜେପି ଜପୁଛି ‘କୃଷ୍ଣ ନାମ’!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି କଂଗ୍ରେସ ମଧ୍ୟରେ ରାଜନୀତି ସେତିକି ଜମୁଛି। ରାଜ୍ୟରେ କଂଗ୍ରେସ ରାମ ଓ ହନୁମାନଙ୍କ ପ୍ରସଙ୍ଗକୁ ନେଇ ଜୋରଦାର ପ୍ରଚାର ପ୍ରସାର ଚଳାଇଛି। ରାଜ୍ୟରେ ରାମ ବନପଥ ଗମନ ପାଇଁ କମଲନାଥ ସରକାର କିଭଳି କାମ କରିଥିଲେ ଓ ଆଗକୁ ଏ…

କର୍ଣ୍ଣାଟକରେ ଯାହା ହୋଇଛି, ମଧ୍ୟପ୍ରଦେଶରେ ସେୟା ହେବ !

ଭୁବନେଶ୍ୱର: କର୍ଣ୍ଣାଟକରେ ଭିନ୍ନ ଷ୍ଟ୍ରାଟେଜି କରି ବଡ଼ ବିଜୟ ପାଇଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶରେ ସମାନ ଢାଞ୍ଚା ଆପଣାଇବା ଆରମ୍ଭ କରିଛି। ଏପରିକି ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିବାବେଳେ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ମଧ୍ୟପ୍ରଦେଶରେ ପ୍ରଚାର ପ୍ରସାର ଆରମ୍ଭ କରିଦେଲାଣି।…

ଶିବରାଜଙ୍କୁ ଭେଟିଲେ କମଲନାଥ, କରୋନା ମୁକାବିଲା ନେଇ ଆଲୋଚନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଶିବରାଜ ସିଂହ ଚୌହ୍ୱାଣ। ଦାୟିତ୍ୱ ଗ୍ରହଣର କିଛି ଘଣ୍ଟା ଭିତରେ ତାଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ । ଆଜି ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଶିବରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କମଲନାଥ ।…