ଚର୍ଚ୍ଚାରେ ଛୋଟି କଙ୍ଗନା !
ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ପରି ଅବିକଳ ଦେଖାଯାଉଥିବା ନୁପୁର ପୁରୀ ଏବେ ସୋସିଆଲ ସାଇଟରେ ବେଶ୍ ଚର୍ଚ୍ଚିତ ଚେହେରା ପାଲଟିଛି । ସେ ଛୋଟି କଙ୍ଗନା ନାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି । କଙ୍ଗନାଙ୍କ ପରି ପୋଷାକ ପିନ୍ଧି ସେ ସବୁ ବେଳେ ଆକର୍ଷଣୀୟ ଫଟୋ ସୋସିଆଲ…