Latest Odisha News
Browsing Tag

Kendrapada

ମାଛ ମାଫିଆଙ୍କ ଗୁଣ୍ଡାରାଜ; ବନ ବିଭାଗ ଉପରେ କଲେ ଗୁଳିମାଡ

କେନ୍ଦ୍ରାପଡା: ରାଜନଗର ଗହୀରମଥାରେ ମାଛ ମାଫିଆ ସମୁଦ୍ର ଭିତରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ଗୁଳି ଚାଳନା କରିଛନ୍ତି । ବାବୁବାଲି ସମୁଦ୍ର କୂଳରୁ ୫ କିମି ଭିତରେ ଟ୍ରଲରରେ ମାଛ ମାଫିଆ ବେଆଇନ ମାଛ ମାରୁଥିଲେ। ବେଆଇନ ଭାବେ ମାଛ ମାରୁଥିବା ସମୟରେ ୩ଟି ଟ୍ରଲର ସହ ୯ ଜଣ ମତ୍ସ୍ୟଜୀବୀଙ୍କୁ…

କେନ୍ଦ୍ରାପଡ଼ାରେ ବିରଳ ପକ୍ଷୀ ଉଦ୍ଧାର 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଏକ ଚାଷ ଜମିରୁ ଉଦ୍ଧାର ହୋଇଛି ଏକ ବିରଳ ପକ୍ଷୀ। ପକ୍ଷୀଟିର ଓଜନ ୧୦ କେଜି. ହୋଇଥିବା ବେଳେ ଡେଣାର ଲମ୍ବ ରହିଛି ୨ ମିଟର। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅଙ୍ଗୁଳାଇ ଗ୍ରାମରେ ରଞ୍ଜନ ମଲ୍ଲିକ ବିଲକୁ ଯାଇଥିବା ବେଳେ ଏହି ପକ୍ଷୀକୁ ଦେଖିବାକୁ…

ସର୍ପାଘାତରେ ଡାକ୍ତର ଅସୁସ୍ଥ, ବାତ୍ଯା ଡ୍ୟୁଟିରେ ନିୟୋଜିତ ଥିଲେ 

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି) ରେ ବାତ୍ଯା 'ଦାନା' ବେଳେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ସାପ କାମୁଡ଼ିଥିବା ଜଣାପଡିଛି। ସୂଚନାନୁସାରେ, ବାତ୍ଯା ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ବବୁଲ ମହାନ୍ତି ଜିଲ୍ଲାର…

ଜିଲା ବୁଲି ତୃଣମୂଳସ୍ତରରେ ସମସ୍ୟା ବୁଝୁଛନ୍ତି ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟର ତୃଣମୂଳ ସ୍ତରର ଲୋକଙ୍କ ସହିତ ମିଶୁଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ମାନ୍ୟବର ରାଜ୍ୟପାଳ ମହିଳା, କୃଷକ ତଥା ଜିଲ୍ଲାବାସୀଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ମିଶିବା ସହିତ ମୌଳିକ ସମସ୍ୟା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।…

ସାତଭାୟା ବଗପାଟିଆ ଥଇଥାନ କଲୋନୀ ପାଇଁ ୨୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ବଗପାଟିଆ ଥଇଥାନ କଲୋନୀ ପାଇଁ ମଞ୍ଜୁର ହେଲା ୨୨ କୋଟି ଟଙ୍କା  । ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ବାଇଶ କୋଟି ଟଙ୍କା ମଞ୍ଜୁର…

ଆଳି ଡଙ୍ଗା ବୁଡ଼ି ଘଟଣା; ମିଳିଲା ନାଉରିଆଙ୍କ ମୃତଦେହ

କେନ୍ଦ୍ରାପଡ଼ା : ଆଳିର ମାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣା । ଆଜି ନିଖୋଜ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ ମୃତଦେହ ମିଳିଛି । ଗତକାଲି ୧୬ ବର୍ଷିୟ ନାବାଳକ ଦେବେନ୍ଦ୍ର ବେହେରାଙ୍କ ମୃତଦେହ ମିଳିଥିଲା । ସୂଚନା ଅନୁଯାୟୀ, ଗତକାଲି ଭାରସାମ୍ୟ ହରାଇ ବ୍ରାହ୍ମଣୀ ନଦୀରେ ଓଲଟିଥିଲା ଡଙ୍ଗା ।…

ଶ୍ରୀ ବଳଦେବଜୀଉ, ଦଧିବାମନ ମନ୍ଦିର ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ…

ଆଳିରେ ଡଙ୍ଗା ବୁଡ଼ି ଘଟଣା; ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ   

କେନ୍ଦ୍ରାପଡ଼ା : ଆଳିର ମାଣିଆ ଘାଟରେ ଡଙ୍ଗା ବୁଡ଼ି ଘଟଣା । ଏହି ଘଟଣାରେ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।ଏଥିସହ ମୃତକଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଆଜି ସକାଳେ ଡଙ୍ଗାଟି୨୫ରୁ…

ନକଲି ସାର୍ଟିଫିକେଟ୍, ଚାକିରିରୁ ବିଦା ହେଲେ ୩ ଜଣ ପୋଷ୍ଟ ମାଷ୍ଟର

କେନ୍ଦ୍ରାପଡ଼ା: ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟ ମାଷ୍ଟର ଚାକିରି କରିଥିବା ୩ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅଲଗା ଅଲଗା ଡାକ ଘରେ କାର୍ଯ୍ୟରତ ପ୍ରସନ୍ନ କୁମାର ସେଠୀ, ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତୀଙ୍କୁ ଚାକିରିରୁ ବିଦା କରାଯାଇଛି । ୩ ଜଣ ଯାକ…

ଅତି ଲୋଭ ପାଇଁ ଦେଢ଼ ଲକ୍ଷ ଗଲା, ସ୍ୱାମୀ ଦେଲା ତିନି ତଲାକ୍

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେବାରୁ ତିନି ତଲାକ୍ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ ବାବୁରାମ ପାଟଣା ଗାଁରେ । ସାଇବର ଠକେଇର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଜମରୁନ୍ ବିବିଙ୍କୁ ସ୍ୱାମୀ ଶେଖ ରାଜିଦ ଫୋନରେ ତିନି ତଲାକ୍ ଦେଇଥିବା ଅଭିଯୋଗ…