Latest Odisha News
Browsing Tag

keonjhar

କେନ୍ଦୁଝରରେ ଭାରତ ବନ୍ଦ ଡାକରା ପ୍ରଭାବରେ ଗାଡି ଚଳାଚଳ ଠପ୍

କେନ୍ଦୁଝର: କେନ୍ଦୁଝରରେ ମଧ୍ୟ ଭାରତ ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି। ସହରର ଗାନ୍ଧୀ ଛକରେ ସିପିଆଇ(ଏମଏଲ) ଲିବାରେସନ,ଅଖିଳଭାରତୀୟ କୃଷକ ମହାସଭା ,ଇଣ୍ଡିଆନ ନେସନାଲ ଟ୍ରେଡ ୟୁନିୟନ…

ପୋଖରୀରେ ବୁଡି ୨ ଶିଶୁ କନ୍ୟା ମୃତ

କେନ୍ଦୁଝର: ପୋଖରୀ ବୁଡି ୨ ଶିଶୁ କନ୍ୟା ମୃତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ଜଗମୋହନପୁର ଗାଁ ମୁଣ୍ଡା ସାହିରେେ ଏହିି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଗାଁର ଯୋଗୀ ମୁଣ୍ଡାଙ୍କ ୨ ବର୍ଷର ଝିଅ ସୁଇଟି ମୁଣ୍ଡା ଓ ସୁଶୀଲ ମୁଣ୍ଡାଙ୍କ ୩ ବର୍ଷର ଝିଅ ପରି ମୁଣ୍ଡା । ଦୁଇ…

ନୃଶଂସ ହତ୍ୟାକାଣ୍ଡ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ

ବାରିପଦା: ବୀଭତ୍ସ, ଅମାନୁଷିକ ଓ ନୃଶଂସକାଣ୍ଡ । ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲେ ଦୁର୍ବୃତ୍ତ । ଗାଁ ଦାଣ୍ଡରୁ ମହିଳା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ଦେଖିବାକୁ ମିଳିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ । ଖବର ପାଇ…

କେନ୍ଦୁଝର ରାଙ୍କି କୋଭିଡ୍ ହସ୍ପିଟାଲରେ ସ୍ଥାପନ ହେଲା ଅକ୍ସିଜେନ୍ ସପ୍ଲାଏ ୟୁନିଟ୍

କେନ୍ଦୁଝର: ରାଙ୍କି କୋଭିଡ୍ ହସ୍ପିଟାଲରେ ଆଉ ରହିବନି ମେଡିକାଲ୍ ଅକ୍ସିଜେନ୍ ଅଭାବ । ମେଡିକାଲରେ ପିଏସ୍ଏ ଟେକ୍ନୋଲୋଜି ଅକ୍ସିଜେନ୍ ଜେନେରେଟର ମେସିନ୍ ସ୍ଥାପନ କରାଯାଇଛି । ଯାହାକି ରାଙ୍କି କୋଭିଡ୍ ହସ୍ପିଟାଲରେ ଅକ୍ସିଜେନ୍ ଚାହିଦାକୁ ପୂରଣ କରିପାରିବ । ମେଡିକାଲରେ ୪୫ଟି ଆଇସିୟୁ ଓ ୨୬ଟି…

ରାଜ୍ୟରେ ଟିକା ଅଭାବ, ବୁଧବାର ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ଟିକାକରଣ କମିବାରେ ଲାଗିଛି । ଏପ୍ରିଲ୍ ପ୍ରଥମ ସପ୍ତାହରେ ସରକାର ଦୈନିକ ୨ ଲକ୍ଷ ଟିକାକରଣ କରୁଥିବା ବେଳେ ମାସ ଶେଷ ବେଳକୁ ଏହା ୬୫ ହଜାର ପାଖାପାଖି ଖସି ଆସିଛି । ଏହାର ମୁଖ୍ୟ କାରଣ ହେଉଛି ଭ୍ୟାକ୍ସିନ୍ ଅଭାବ । ୨୭ ଏପ୍ରିଲ୍ ମଙ୍ଗଳବାର…

ନୂଆ ରୂପ ପାଇବ କେନ୍ଦୁଝରର ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିର

କେନ୍ଦୁଝର: ନୂଆ ରୂପରେ ଶୋଭା ପାଇବ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉ ବିଜେଙ୍କର ମନ୍ଦିର। ରାଜ୍ୟ ସରକାରଙ୍କ ପ୍ରଦତ୍ତ ଆର୍ଥିକ ଅନୁଦାନରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୨୦୨୧ ମସିହା ଶେଷ ସୁଦ୍ଧା ସରିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।…

ଘର ଉପରେ ମାଡିଗଲା ଟ୍ରକ, ପରିବାରର ୩ ଜଣ ଗୁରୁତର

କେନ୍ଦୁଝର: ରାତିରେ ଭାରସାମ୍ୟ ହରାଇ ଘର ଭିତରେ ମାଡ଼ି ଗଲା ଟ୍ରକ । ଘର କାନ୍ଥ ଭୁଶୁଡ଼ି ତିନି ଜଣ ଆହତ ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଷଠିଘର ସାହିରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ଗୋଟିଏ ମହୁଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ରାସ୍ତାକଡ଼ରେ ଥିବା ଘର ଉପରେ ମାଡ଼ି…

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ

କେନ୍ଦୁଝର: ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅନ୍ୟ ଦୁଇ ଜଣେ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ…

ଗୁଣିଆ ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର: ଅନ୍ଧବିଶ୍ୱାସ ନେଲା ଜୀବନ । ଗୁଣି ଗାରେଡ଼ିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ । ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମନାକୁ ଆସିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା କଙ୍କଡାଯୋଡି ଗାଁରୁ । ମୃତକଙ୍କ  ନାଁ…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଧାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟନାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ନିକଟ ଅତୀତରେ ସରିଥିବା ବାଲେଶ୍ୱର ସଦର ବିଧାନସଭା ଉପ-ନିର୍ବାଚନରେ ସେ…