Latest Odisha News

BREAKING NEWS

Browsing Tag

Killing

୩ ବର୍ଷର ଝିଅକୁ ହତ୍ୟା ପରେ ୭ ରାଜ୍ୟରେ ୧୦ ବର୍ଷର ଲୁଚକାଳି, ମହାରାଷ୍ଟ୍ରରୁ ଗିରଫ ହେଲା ପିଶାଚ ବାପା

ଭୁବନେଶ୍ୱର: ୩ ବର୍ଷର ଝିଅକୁ ମାରିଲା । ୧୦ ବର୍ଷ ଧରି ୭ ରାଜ୍ୟରେ ଲୁଚକାଳି ଖେଳିବା ପରେ ମହାରାଷ୍ଟ୍ରରୁ ଗିରଫ ହୋଇଛି ପିଶାଚ ବାପା । କେନ୍ଦୁଝରର ଜଣେ ବ୍ୟକ୍ତିଙ୍କୁ ନିଜ ୩ ବର୍ଷର ଝିଅକୁ ହତ୍ୟା ଅଭିଯୋଗରେ ପ୍ୟାନ କାର୍ଡ ବ୍ୟବହାରକୁ ଟ୍ରେସ୍ କରି ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ।…

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ ! ମାରିସାରିଲାଣି ୨୬ଟି ମେଣ୍ଢା, ବନ ବିଭାଗର ତନାଘନା

କଟକ : ନିଆଳିକୁ ପୁଣି ଫେରିଛି ଅଜଣା ଜନ୍ତୁ ଆତଙ୍କ ! କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ସୋମବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳରେ ପଶି ୧୦ଟି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଗାଁର ଶରତ ଚୌଧୁରୀଙ୍କ ଆଜି ସକାଳେ ଗୁହାଳ ଖୋଲିବାପରେ ୧୦ଟି ମେଣ୍ଢାଙ୍କ…

ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍

ଭଦ୍ରକ: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ…

ପ୍ରେମିକାକୁ ମାରି ଧାନ ବିଲରେ ପୋତିଥିଲା ପ୍ରେମିକ

ନୂଆପଡ଼ା: ହସୁଥିଲା ଧାନ କ୍ଷେତ । କେହି ଜାଣି ନ ଥିଲେ ଏ ସବୁଜ ଧାନ କ୍ଷେତ ତଳେ ଲୁଚି ରହିଥିଲା ସାଂଘାତିକ ପାପ । ମାଟି ଖୋଳିବାରୁ ବାହାରିଲା ୧୦ ମାସ ତଳେ ନିଖୋଜ ହୋଇଥିବା ଝିଅ । ଝିଅ ତ ନ ଥିଲା, ଥିଲା ଝିଅର କଙ୍କାଳ । ତା’ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ…