Latest Odisha News

BREAKING NEWS

Browsing Tag

Landslide

ରୁଦ୍ରପ୍ରୟାଗରେ ଭୂ-ସ୍ଖଳନ: ୫ ଶ୍ରଦ୍ଧାଳୁ ମୃତ

ଡେରାଡୁନ୍; ଉତ୍ତରାଖଣ୍ଡରେ ବଡ ଧରଣର ଦୁ୍ର୍ଘଟଣା । ରୁଦ୍ରପ୍ରୟାଗ ଚୌକି ଫାଟା ଅନ୍ତର୍ଗତ ତରସାଲୀ ନିକଟରେ ଭୂ-ସ୍ଖଳନ ହୋଇଛି । ଭୂ-ସ୍ଖଳନ କାରଣରୁ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରଦ୍ଧାଳୁମାନେ ଗୁଜୁରାଟର ବୋଲି ଜଣାପଡିଛି । କେଦାରନାଥ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା…

ବାତ୍ୟା ‘ଗୁଲାବ’ର ପ୍ରଭାବ, ଘାଟିରେ ଧସିଲା ପଥର

କୋରାପୁଟ: ବାତ୍ୟା ‘ଗୁଲାବ’ର ପ୍ରଭାବ । ସୁଙ୍କି-ରାଲେଗଡା ଘାଟିରେ ଘାଟିରେ ଧସିଲା ପଥର । ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ସୁଙ୍କି ଓ ରାଲେଗଡ଼ା ଘାଟି ରାସ୍ତାରେ ପାହାଡ଼ ଧସି ଜାତୀୟ ରାଜପଥ ୨୬ରେ ଦୀର୍ଘ ୨୪ଘଣ୍ଟାରୁ…

ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

କୋରାପୁଟ: ଧସିଲା ମାଟି ଅତଡା,୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟିର ରାଲେଗଡ଼ା ଓ ସୁଙ୍କି ଗାଁରେ ଖସିଲା ମାଟି ଅତଡା । ମାଟି ଅତଡ଼ା ଖସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି ।ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି । ଯାତାୟତରେ…

ଭୟଙ୍କର ଭୂସ୍ଖଳନ; ୩ ଶିଶୁ ମୃତ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଟୁଇଟ କରି କହିଛନ୍ତି ଯେ ପିଥୋରାଗଡ ଜିଲ୍ଲାର ଜୁମା ଗ୍ରାମ ନିକଟରେ ଭୟଙ୍କର ଭୂସ୍ଖଳନ ହେତୁ ମୋଟ ୭ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। "ଏହି ପରିପ୍ରେକ୍ଷୀରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କଥା ହେବା ପରେ ଉଦ୍ଧାର…

ଭୟଙ୍କର ଭୂସ୍ଖଳନ‌; ମାଟି ଅତଡା ତଳେ ଫସି ରହିଛନ୍ତି ୪୦ରୁ ଅଧିକ ‌ଲୋକ

କିନୌର: ବୁଧବାର ହିମାଚଳ ପ୍ରଦେଶର କିନୌରରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଭୟଙ୍କର ଭୂସ୍ଖଳନ‌ରେ ପ୍ରାୟ ୪୦ ଜଣ ଲୋକ ମାଟି ଅତଡା ତଳେ ଫସି ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ ସହ ଏକାଧିକ ଗାଡି ମାଟି ଅତଡା ତଳେ ଫସି ରହିଥିବା ଜଣାପଡ଼ିଛି। ଡେପୁଟି କମିଶନର…

ମୋରମ ନେଇଗଲା ଜୀବନ, ଜଣେ ନାବାଳିକା ମୃତ ୨ ଗୁରୁତର

ରାୟଗଡା: ବିଷମକଟକ ଥାନା ଅନ୍ତର୍ଗତ ସାନ କାଚାପାଇ ଗାଁରୁ ଆସିଲା ଦୁଃଖଦ ଖବର । ମୋରମ ଖୋଳା ଚାଲିଥିଲାବେଳେ ମାଟି ଧସି ଜଣେ ନାବାଳିକାର ମୃତ୍ୟୁ ଘଟିଛି । ଅନ୍ୟପଟେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ସାନ କାଚାପାଇ…

ପ୍ରବଳ ବର୍ଷା ପରେ ମୁମ୍ବାଇରେ ଭୂସ୍ଖଳନ, ୧୦ ମୃତ

ମୁମ୍ବାଇ: ପ୍ରବଳ ବର୍ଷା ମୁମ୍ବାଇକୁ ଅସ୍ତବ୍ୟସ୍ତ କରି ଦେଇଛି । ବର୍ଷା ପରେ ଭୂସ୍ଖଳନ । ମୁମ୍ବାଇର ଭଶିନକା ଓ ଚେମ୍ବୁର ଅଞ୍ଚଳରେ ଭୂସ୍ଖଳନରେ ୧୦ ଜଣଙ୍କର ୧୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଲୋକ ଚାପି ହୋଇ ରହିଥିବା ଖବର ବି ଆସୁଛି । ୫-୬ଟି…

ଘାଟିରେ ଧସିଲା ମାଟି ଅତଡା, ଯାତାୟାତ ବାଧାପ୍ରାପ୍ତ

ଜୟପୁର: ଆନ୍ଧ୍ର-ଓଡିଶା ସୀମା ନିକଟବର୍ତ୍ତୀ ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡା ଖସିଯାଇଥିବାରୁ ସମ୍ପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ଯାହାଫଳରେ ୨୬ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ନିକଟରେ ଶହଶହ ସଂଖ୍ୟାରେ ଗାଡିଗୁଡି ଅଟକି ରହିଥିଲା । ପ୍ରାପ୍ତ…