ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ରକ୍ଷା ପାଇପାରିବେ ନାହିଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ନିଜକୁ ରକ୍ଷା ପାଇପାରିବେ ନାହିଁ । ଗୁରୁବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି। ଏହି କ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. ୱାଇ.ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ…