Latest Odisha News

BREAKING NEWS

Browsing Tag

Lawyers Agitation

ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ରକ୍ଷା ପାଇପାରିବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ନିଜକୁ ରକ୍ଷା ପାଇପାରିବେ ନାହିଁ । ଗୁରୁବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି। ଏହି କ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. ୱାଇ.ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ…

ଓଡ଼ିଶାର କେଉଁଠି ବି ସ୍ଥାପନ ହେବନି ହାଇକୋର୍ଟ ସ୍ଥାୟୀ ବେଞ୍ଚ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟର ସ୍ଥାୟୀ ବେଞ୍ଚ । ପଶ୍ଚିମ ଓଡ଼ିଶା ହେଉ କିମ୍ବୂା ଦକ୍ଷିଣ ଓଡ଼ିଶା କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯିବ ନାହିଁ । ଆଜି ଓକିଲ ଆନ୍ଦୋଳନକୁ ନେଇ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ…

ଓକିଲ ଆନ୍ଦୋଳନକୁ ନେଇ ଓଡ଼ିଶା ପୋଲିସକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ଓକିଲ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜି ଓ ଉତ୍ତରାଞ୍ଚଳ ଆଇଜି । ଡିଜିପି ଓ ଉତ୍ତରାଞ୍ଚଳ ଆଇଜି ଭିଡିଓ କନଫରେନ୍ସିଂ ମାମଲାରେ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି । ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାରେ…

ଜଜ୍‌ଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାରେ ଏଯାବତ୍ ୧୨ ଓକିଲ ଗିରଫ; ୧୪୪ ଧାରା ବଳବତ୍ତର

ସମ୍ୱଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି । ସମ୍ୱଲପୁରରେ ଆନ୍ଦୋଳନ ଉଗ୍ରରୂପ ନେଇଛି । ଘଟଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି । ଗତକାଲି ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ୧୨ ଓକିଲ ଗିରଫ ହୋଇଛନ୍ତି । ୯…

ସମ୍ୱଲପୁରରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ପୋଲିସ ସହ ମୁହାଁମୁହିଁ

ସମ୍ୱଲପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିଲା । ରଣକ୍ଷେତ୍ର ପାଲଟିଲା ସମ୍ୱଲପୁର କଚେରୀ ଛକ । ପୁଣି ଥରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଓକିଲ ସଂଘ ସଦସ୍ୟ କହିଛନ୍ତିଯେ, ୭୦ ବର୍ଷ ଇତିହାସରେ କଳକ ଲଗାଇଛି ପୋଲିସ  ।  ବୃଦ୍ଧା, ମହିଳା ଓ କିନ୍ନର ବି ସତ୍ୟାଗ୍ରହରେ…