Latest Odisha News

BREAKING NEWS

Browsing Tag

Life Style

ରାତିରେ ଭଲରେ ନିଦ ହେଉନାହିଁ କି? ତେବେ ଏହି ଖାଦ୍ୟରୁ ରୁହନ୍ତୁ ଦୂରରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ମମୟ ଜୀବନରେ ଲୋକମାନେ ନିଦ୍ରା ପାଇଁ ବେଶ ଚିନ୍ତିତ ରହିଥାନ୍ତି । ଅଧିକାଂଶ ଲୋକେ ଠିକରେ ନିଦ ହେଉନ ଥିବା ସମସ୍ୟାର ସାମ୍ନା କରନ୍ତି । ଏଥିପାଇଁ ସେମାନେ ସେମାନଙ୍କର ବ୍ୟସ୍ତ ଜୀବନଶୈଳୀକୁ ମଧ୍ୟ ଦାୟୀ କରିଥାନ୍ତି। ଏଥିନିମନ୍ତେ ଆହାର ଏଥିପାଇଁ ଦାୟୀ ହୋଇଥାଏ।…

ଆପଣ ନିତିଦିନିଆ ଜୀବନରେ ହଳଦୀ ବ୍ୟବହାର କରୁଛନ୍ତି କି ? ତେବେ ଜାଣନ୍ତୁ ଏହାର ଉପକାରିତା …

ଓଡିଶା ସମ୍ବାଦ ବ୍ୟୁରୋ: ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି । ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ…

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଗୁଡ଼, ଜାଣନ୍ତୁ ଏହାର ଫାଇଦା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟୁର୍ବେଦ ଅନୁସାରେ ସୁସ୍ଥ ରହିବା ନିମନ୍ତେ ଦୈନିକ ୨୦ ଗ୍ରାମ୍ ଗୁଡ଼ସେବନ କରିବା ଉଚିତ। ଉତ୍ତମ ସ୍ୱାସ୍ଥ୍ୟସହ ଗୁଡ଼ ତ୍ୱଚାର ସୁନ୍ଦରତା ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ଋତୁରେ ଗୁଡ଼ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ।…

ମାତ୍ରାଧିକ ଭିଟାମିନ-D ହୋଇପାରେ କ୍ଷତିକାରକ, ଜାଣନ୍ତୁ ଏହାର କାରଣ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ଭିଟାମିନ-ଡି ଅଭାବ ଯୋଗୁ ଜଟିଳ ଶାରୀରିକ ସମସ୍ୟା ଦେଖାଯାଏ। ଯାହାକୁ ଅନେକ ସମୟରେ ଲୋକେ ଗୁରୁତ୍ୱ ଦିଅନ୍ତି ନାହିଁ। ମାନବ ଶରୀର ଠିକ ଭାବେ କାମ କରିବା ପାଇଁ ଭିଟାମିନ-ଡି'ର ଆବଶ୍ୟକତା ରହିଛି। କିନ୍ତୁ ଆମ ଜୀବନଶୈଳୀ ଓ ଖରାପ ଅଭ୍ୟାସ ଯୋଗୁ ଶରୀରରେ ଭିଟାମିନ-ଡି ଅଭାବ…

ରୋଗକୁ ନିୟନ୍ତ୍ରଣ ରଖେ କଳା ଟମାଟୋ: ଜାଣନ୍ତୁ ଏହାର ଫାଇଦା

ଖାଦ୍ୟରେ ଟମାଟୋର ବିଶେଷ ମହତ୍ତ୍ୱ ରହିଥାଏ। ଟମାଟୋ ଖାଇବାର ସ୍ୱାଦ ବଢାଇଥାଏ। ତେଣୁ ଏହାକୁ ପ୍ରତି ଖାଦ୍ୟରେ ସ୍ୱାଦିଷ୍ଟ କରିବା ପାଇଁ ପକାଯାଏ। ଏହାଛଡା ଏହାକୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଏ। ତେବେ ଆପଣ ନାଲି କିମ୍ବା ହଳଦିଆ ରଙ୍ଗର ଟମାଟୋ ଦେଖିଥିବେ।…

ଫଳର ରାଜା ଆମ୍ବ : ଜାଣନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ଉପାଦେୟତା…

ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି | ଫଳର ରାଜା ଆମ୍ବ । ଖରା ଦିନରେ ଆମ୍ବ କାହାକୁ ବା ଭଲ ନଲାଗେ । ଖରା ଦିନରେ ଏହି ଫଳ ବଜାରରେ ପସରା ମେଲାଇଥାଏ । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ପ୍ରାୟତ ଲୋକମାନେ ଆମ୍ବ…

ବର୍ଷାଦିନେ କିପରି ନେବେ ପିଲାଙ୍କ ଯତ୍ନ, ଆସନ୍ତୁ ଜାଣିବା କିଛି ଟିପ୍ସ

ଭୁବନେଶ୍ୱର: ବର୍ଷାରେ ଭିଜିବା ପ୍ରାୟ ସମସ୍ତଙ୍କର ପସନ୍ଦ । କିନ୍ତୁ ଛୋଟ ପିଲାମାନଙ୍କର ଏହା ବୋହୁତ ପସନ୍ଦ । କିନ୍ତୁ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼େ । ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ବର, କାଶ, ଝାଡ଼ାବାନ୍ତି ପରି ସ୍ବାସ୍ଥ୍ୟ…

ଶରୀରରେ ପୋଷକ ତତ୍ତ୍ୱର ଅଭାବ ଆଣିପାରେ କି ଆଚରଣଗତ ପରିବର୍ତ୍ତନ?

ନୂଆଦିଲ୍ଲୀ: ଏକ ସୁସ୍ଥ ଶରୀର ପାଇଁ ଏକ ଉତ୍ତମ ଖାଦ୍ୟ ଅତ୍ୟନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ଅଭାବରୁ ବିଭିନ୍ନ ରୋଗ ହୋଇପାରେ। ସମଗ୍ର ଖାଦ୍ୟପେୟ ଶୈଳୀରେ ନିୟନ୍ତ୍ରଣ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ କୌଣସି ପୋଷକ ତତ୍ତ୍ୱର ଅଭାବ ଶାରୀରିକ, ମାନସିକ…

ହୃଦସ୍ପନ୍ଦନ ବନ୍ଦ କରୁଛି ‘ହୁକ୍କା’

ବଦଳୁଛି ଲାଇଫ ଷ୍ଟାଇଲ । ନୂଆ ନୂଆ ଏକ୍ସପେରିମେଣ୍ଟ କରିବା ପାଇଁ ଆଗଭର ହେଉଛନ୍ତି ଯୁବପୀଢି । ଆଉ ଏହି ସମୟରେ ନିଶାର ଜାଲରେ ଫସିଯାଉଛନ୍ତି ଯୁବାବର୍ଗ । ଯୁବାବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଦ୍ବୈତନଗରୀରେ ଖୋଲିଚାଲିଛି ଶହ ଶହ ହୁକ୍କା ବାର । କାରଣ ଏହିକିଛି ବର୍ଷ ହେବ ବଦଳିଲାଣି ନିଶାର…