ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ଭୁବନେଶ୍ୱର : ଶିଶୁକିଶୋର ପତ୍ରିକା ସରଗଶଶୀ ପକ୍ଷରୁ କର୍ମକାଣ୍ଡ ସୁଧାକର ତଥା ପାଲାଗାୟକ ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପିପିଲିଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାୟକ ମୃଗନାଭି ରବୀନ୍ଦ୍ର ପ୍ରଧାନ, ଗାୟକ ଭାସ୍କର ଦୁର୍ଯ୍ୟୋଧନ ନାୟକ, ବିଶିଷ୍ଟ …