ସ୍ୱଳ୍ପ ଗଳ୍ପ : ରୋଲସ୍ ଫର୍ ରୟାଲସ୍
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪
ଘଟଣାଟି ୧୯୨୦ ମସିହାର ।
ରାଜସ୍ଥାନର ଅଲୱାର୍ ବୋଲି ଗୋଟିଏ ଦେଶୀୟ ରାଜ୍ୟର ରାଜା ସେତେବେଳେ ଇଂଲଣ୍ଡ ଗସ୍ତରେ ଥାଆନ୍ତି। ସେ ଲଣ୍ଡନର ଏକ ମୂଖ୍ଯ ରାସ୍ତାରେ ପଦଚାରଣ କରୁଥାନ୍ତି।ତାଙ୍କ ସାଥିରେ ସେତେବେଳେ କୌଣସି ସହାୟକ ବା…