Latest Odisha News

BREAKING NEWS

Browsing Tag

Literature

ରାଜ୍ୟପାଳଙ୍କ ଦ୍ୱାରା ‘ କେତେ ରଙ୍ଗର ଆକାଶ ‘ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ମାନସ ରଞ୍ଜନ ମହାପାତ୍ରଙ୍କ କବିତା ସଙ୍କଳନ "କେତେ ରଙ୍ଗର ଆକାଶ" ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । ପକ୍ଷୀଘର ପ୍ରକାଶନୀ ଦ୍ଵାରା ପ୍ରକାଶିତ କବିଙ୍କର ଏହି ଷଷ୍ଠ ପୁସ୍ତକଟିରେ ଗତ ଅର୍ଦ୍ଧ…

ଆଦର୍ଶବାଦ ବିନା ସାହିତ୍ୟ ଅସ୍ତିତ୍ବହୀନ : ଦୀପକ ରଞ୍ଜନ ମିଶ୍ର

ସାହିତ୍ୟ ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଦୀପକ ରଞ୍ଜନ ମିଶ୍ର। ମୁକ୍ତ କଥନଶୈଳୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସମ୍ବେଦନଶୀଳତା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ ଲେଖକପଣକୁ ଭିନ୍ନ ଭାବରେ ଉପସ୍ଥାପିତ କରେ ।…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମିଛ ପ୍ରଜାପତି ତୁମ ପାଖକୁ ଲେଖାଯାଉଥିବା ଚିଠି ଶବ୍ଦ ହୋଇ ଉତ୍ତୁରି ପାରୁନି ଆଉ ଫର୍ଦ୍ଦକୁ । କେହି ଖୋଜୁ କି ନଖୋଜୁ ତୁମକୁ ଉଦ୍ଦେଶ୍ୟ କରି ଲେଖାଯାଉଥିବା ଅସଂଖ୍ୟ ଚିଠି ଲେଖି ହୋଇଚାଲିଛି ପ୍ରତିଟି ସ୍ପନ୍ଦନ ସହ ତାଳ ଦେଇ ରକ୍ତର କାଳିରେ , ପ୍ରତିଟି ମୁହୂର୍ତ୍ତରେ । ଯେତିକି ନିଗିଡ଼ି…

କବିତାର ଭାବ ହିଁ ମତେ ବଞ୍ଚିବାର ପ୍ରେରଣା ଦିଏ : ମାନସ ରଞ୍ଜନ ମହାପାତ୍ର

ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନସ ରଞ୍ଜନ ମହାପାତ୍ର । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ଅନୁବାଦ ଏବଂ ପତ୍ରିକା ସମ୍ପାଦନା; ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କ ରଚିତ ପ୍ରତିଟି ରଚନାରେ ଝରେ ବିଦ୍ରୋହର ସ୍ୱର, ପୁଣି ସମାନତାର ରାଗ । ନିଜ ଜନ୍ମମାଟିର ପ୍ରତିଟି…

‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେଙ୍କ ରଚିତ ‘ଆଜିର ଦିନଟି ମୋର’ ଓ କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା, ନବୀନ ନିବାସ ଠାରେ ଉନ୍ମୋଚିତ ହୋଇଯାଇଛି ।…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅବିନଶ୍ଵର  ମୁଁ ଜାଣିଛି ଏଣିକି ଆମ ଘରେ ଶୁଭିବ ନାହିଁ " ମାତ ରୁଦ୍ରାଣୀ , ତୋ ପୟରେ ଦୀନ ଯୋଡୁଛି ପାଣି / ସେଦିନ ସଞ୍ଜବେଳେ, ସେଇ ସେ ନଈ କୂଳେ / ଏଇ ଗାଁ ମୋର ଜନମ ମାଟି / ଚକାନୟନକୁ ପତିତ କହି ...।" ଗାଁ' ଗାଦି ଘର କମ୍ପିବନି କେବେ ଆପଣଙ୍କ ପୁରୁଣା ତାଳ ମାନରେ ମୃଦଙ୍ଗ ମାଡ଼ରେ କି…

ପ୍ରବନ୍ଧ ଜ୍ଞାନର ମାର୍ଗକୁ ପ୍ରସାରିତ କରେ : ଚନ୍ଦ୍ରଶେଖର ହୋତା

ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଚନ୍ଦ୍ରଶେଖର ହୋତା । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ସୃଷ୍ଟିର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ପ୍ରବନ୍ଧ ଗୁଡ଼ିକ ପାଠକର ମନକୁ ଆନ୍ଦୋଳିତ କରିପାରିବାର…

ଅନଲାଇନ ମାଧ୍ୟମରେ ‘କଥାକାର ଅଡିଓ ବୁକ୍‍ସ’ ପ୍ରକାଶନର ସୁବର୍ଣ୍ଣ ଜୟନ୍ତୀ ପାଳନ

ଭୁବନେଶ୍ୱର: ଆମେ ଓଡ଼ିଆ , ଆମ ଓଡ଼ିଶା ଓ କଥାକାର ଅଡିଓ ବୁକସ ( କେ.ଏ.ବି ) ଆନୁକୂଲ୍ୟରେ କଥାକାର ଅଡିଓ ବୁକ୍‍ସର ‘ହାତବାକ୍‍ସ’ ଶୀର୍ଷକ ସୁବର୍ଣ୍ଣ ଜୟନ୍ତୀ ସଂସ୍କରଣର ଲୋକାର୍ପଣ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେ.ଏ.ବି.ର ପଚାଶତମ ଭେଟି ଭାବରେ…

ସମସ୍ୟାକୁ ଅସ୍ତ୍ର କରି ପାରିଲେ ହିଁ ସର୍ଜନାର ରାସ୍ତା ପ୍ରଶସ୍ତ ହେଇ ପାରିବ : ମୌସୁମୀ ଦାସ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମୌସୁମୀ ଦାସ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଇନ୍ଦ୍ରଧନୁ  ଅପୂର୍ବ ରଙ୍ଗର ଗୋଧୂଳିରେ ସ୍ବପ୍ନ ନେଇ ଫେରୁଥିବା ଗୋଟେ ଡଙ୍ଗାର ଚିତ୍ର ଥିଲା ବିଷୟ ହେଲେ ଆଙ୍କୁ ଆଙ୍କୁ ଥୁଣ୍ଟା ଗଛର ଶୁଖିଲା ଡାଳରେ ଚଢେଇର ବସାଟିଏକୁ ଆଙ୍କିଲି । ଚିତ୍ରର ନାଁ ଦେଲି "ନିମନ୍ତ୍ରଣ" । ଆବଦ୍ଧ ନଈର ଛଟପଟ ମୋ ଧମନୀରେ ବୋଲି ବୋଧେ ତରଳ ଦୁଃଖକୁ ଦୀପରେ ଢାଳି…