ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି
ରୂପାନ୍ତରିତ ଦୃଷ୍ଟି
ଭଲପାଇବାକୁ ଆୟୁଷ କରିପାରେ କି ସମୟ ? କେଜାଣି ! ଚିଠିକୁ ଚଢ଼େଇ କି ତାରାଙ୍କୁ ପ୍ରଜାପତି କରି ପହଞ୍ଚି ହେବକି ଅପହଞ୍ଚ ଆକାଶରେ ? କେଜାଣି ! ମୋ ଥିବାଠାରୁ ନଥିବା ପର୍ଯ୍ୟନ୍ତ ଲମ୍ବିଥିବା ଗୋଟେ ଅଦୃଶ୍ୟ ରାସ୍ତାରେ ଠାଏ ଠାଏ ଜମିଥିବା କୋଳାହଳରେ ତୁମେ ମୋତେ ଦିଶନି…