Latest Odisha News

BREAKING NEWS

Browsing Tag

Literature

କବିତା ନିଜେ ହିଁ ନିଜକୁ ବଖାଣେ : ସୁରେଶ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ସୁରେଶ ନାୟକ । ଗତ ତିନି ଦଶନ୍ଧି ଧରି ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରିଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ…

ଯାହା ସମାଜର ପ୍ରତିଟି ଛବିକୁ ଆଇନା ପରି ପ୍ରଦର୍ଶିତ କରେ ତାହା ହିଁ ସାହିତ୍ଯ : ଏମ. ହିମାଂଶୁ ଆଚାରୀ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ଏମ .ହିମାଂଶୁ ଆଚାରୀ ।ଏକାଧାରରେ ଜଣେ କବି , ଗାଳ୍ପିକ ଏବଂ ଚନ୍ଦନଧାରା ପରି ପ୍ରମୁଖ ସାହିତ୍ୟ ପତ୍ରିକାର ସମ୍ପାଦକ । ନିଜ ସୃଷ୍ଟିର ସମ୍ଭାରରେ ସେ ଜୀବନ୍ତ କରି ପାରନ୍ତି ଅନେକ କାଳ୍ପନିକ ଚରିତ୍ର। ତାଙ୍କ ରଚିତ ପ୍ରତ୍ୟେକ କବିତା ଓ…

ବ୍ୟଙ୍ଗ : ତୁ ମତେ ଚିହ୍ନି ପାରୁଛୁ

ଓଁ ଅଭିଜ୍ଞାନ ସାହୁ  ହ୍ଵାଟ୍ସଆପର ବହୁଳ ବ୍ୟବହାର କରୁଥିବା ଲୋକ ନିଶ୍ଚିତଭାବେ ଊଣା ଅଧିକ କିଛି ନା କିଛି ହ୍ଵାଟ୍ସଆପ ଗ୍ରୁପରେ ମିଶିଥିବେ । ତା ଭିତରୁ ବହୁଳ ଭାବେ ତିଆରି ହୋଇଥିବା ଗ୍ରୁପ ହେଲା ପିଲାଦିନର ସ୍କୁଲ କିମ୍ବା କଲେଜ ଗ୍ରୁପ । ଗ୍ରୁପର ଆଦ୍ୟ କାଳରେ ଯେତେବେଳେ ପ୍ରତିଦିନ…

ନିମାପଡ଼ା ସାହିତ୍ୟ ସଂସଦ ପକ୍ଷରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଆଲୋଚନାଚକ୍ର

କୋଣାର୍କ : କୋଣାର୍କ ଯାତ୍ରୀନିବାସରେ ଭାରତୀୟ ଭାଷା ସଂସ୍ଥାନ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନର ମିଳିତ ସହଯୋଗରେ ନିମାପଡ଼ା ସାହିତ୍ୟ ସଂସଦ ତରଫରୁ ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍ସ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ…

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ ଓ ଆଦର୍ଶବାଦ ହିଁ ସାହିତ୍ୟର ମୂଳପିଣ୍ଡ : ସୁଶାନ୍ତ ଦାଶ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ସୁଶାନ୍ତ ଦାଶ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନୂଆ ପ୍ରତିଭାଙ୍କୁ ପଥ…

ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ହୁଏ ସର୍ବକାଳୀନ ପାଠକମାନଙ୍କ ଗ୍ରହଣଶୀଳତାରେ : ରାମକୃଷ୍ଣ

ସମକାଳୀନ ଓଡ଼ିଆ ସାହିତ୍ୟରେ ସୁପରିଚିତ ନାଁ କବି ରାମକୃଷ୍ଣ l ତାଙ୍କ ସୃଷ୍ଟିର ବଳୟ ମାପିବା ଖୁବ କଷ୍ଟକର l ତାଙ୍କ ରଚନାର ପ୍ରତିଟି ଅକ୍ଷରରେ ବାରି ହୋଇ ପଡ଼େ ତାଙ୍କ ସୃଜନଶୀଳତାର ନିଆରାପଣ l ପାଠକଙ୍କୁ ବାନ୍ଧିରଖେ ତାଙ୍କ ଶବ୍ଦ ଚାତୁରୀର ଚମତ୍କାରିତା l ଅନୁଭବ, ଅନୁଭୂତି ଓ କଳ୍ପନାର…

ନିଜ ମା’ଠୁ ପାଇଥିବା ସବୁଠୁ ଦୁର୍ମୂଲ୍ୟ ଉପହାର ହେଉଛି ଭାଷା : କମଳା ଶତପଥୀ

ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର କମଳା ଶତପଥୀ । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…

ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ

ଭୁବନେଶ୍ୱର : ଗାଳ୍ପିକ ଶଶିଭୂଷଣ ମହାନ୍ତିଙ୍କ ଗଳ୍ପ ସଂକଳନ ତୃଷ୍ଣା ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସହିଦ ନଗର ସ୍ଥିତ ବିଷ୍ଣୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସାମାରୋହରେ ସୁନୀଲ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି ଅବସରରେ ଓଡ଼ିଆ ଗଳ୍ପର…

କବିତାର ନେପଥ୍ୟରେ ଥାଏ ସଙ୍ଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ : ପବିତ୍ର ମୋହନ ଦାଶ

ପବିତ୍ର ମୋହନ ଦାଶ ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଜଣାଶୁଣା ନାମ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରି ହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ। ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ…

ଶ୍ରେଷ୍ଠ କଥା ଦଶକ ଲୋକାର୍ପିତ

ଭୁବନେଶ୍ୱର : ଫୁଲ ଭଗବାନ ଫାଉଣ୍ଡେସନ ତରଫରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ସଂକଳନ ଶ୍ରେଷ୍ଠ କଥା ଦଶକ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପତିଙ୍କ ସହ ପୌରୁଷର ସମ୍ପାଦକ ଅସିତ ମହାନ୍ତି , ଗାଳ୍ପିକ ରବି ସ୍ୱାଇଁ ,…