Latest Odisha News

BREAKING NEWS

Browsing Tag

Literature

ବାସ୍ତବରେ ନିନ୍ଦୁକ ମାନେ ହିଁ ସର୍ଜନା ପ୍ରକ୍ରିୟାକୁ ଅଧିକ ଦୃଢ ଓ ସଚେତନ କରିଥାନ୍ତି : ଅପର୍ଣ୍ଣା ମହାନ୍ତି

ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ସାହିତ୍ୟକୁ ନିଜ ଲେଖନୀ ନିଃସୃତ ସୃଷ୍ଟି ସମ୍ଭାର ଉପହାର ଦେଇ ଆସିଛନ୍ତି ଅପର୍ଣ୍ଣା ମହାନ୍ତି ।ପାରିପାର୍ଶ୍ଵିକ ଘଟଣାବଳୀ ତଥା ଜୀବନର ତିକ୍ତ ମଧୁର ଅନୁଭୂତିକୁ ନେଇ ସେ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଚାଲିଛନ୍ତି ।ଭାବ ଓ ଭାଷାର ଚମତ୍କାରିତାକୁ…

କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ତିନି ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯିବ

ଜଗତସିଂହପୁର : କୁଜଙ୍ଗର କାଳିଆପାଟ ସାଂସ୍କୃତିକ ମଞ୍ଚ ପକ୍ଷରୁ ଦୁଇ ବରପୁତ୍ର ନାରାୟଣ ବୀରବର ସାମନ୍ତ ଓ ସନ୍ଥ ରାଜୀବ ଲୋଚନ ଦାସଙ୍କ ନାମରେ ନାମିତ ସମ୍ମାନ ତିନିଜଣ ସାରସ୍ୱତ ସାଧକଙ୍କୁ ପ୍ରଦାନ କରାଯିବ। କବି ପିତାମ୍ବର ତରାଇଙ୍କୁ ନାରାୟଣ ବୀର ବର ସମ୍ମାନ ବନମାଳୀ ସାହୁଙ୍କୁ ସନ୍ଥ ରାଜୀବ…

ଭାରତୀ ଚକ୍ରଙ୍କ କବିତା ସଂକଳନ ଲଫାଫା ଲୋକାର୍ପିତ

ଭୁବନେଶ୍ୱର : କବୀ ଭାରତୀ ଚକ୍ରଙ୍କ ପ୍ରଥମ କବିତା ସଂକଳନ ଲଫାଫା ଏଥେନା ବୁକସ ପରିସରରେ ଲୋକାର୍ପିତ ହୋଇଯାଇଛି। ଏହି ସଭାରେ କବୀ ମମତା ଦାଶ , କବି ହୃଷିକେଶ ମଲିକ, କବି ପ୍ରସନ୍ନ କୁମାର ମହାନ୍ତି ଯୋଗଦେଇ ପୁସ୍ତକରେ ସ୍ଥାନ ପାଇଥିବା କବିତାର ଧାରା ବିଷୟରେ ଆଲୋଚନା କରିଥିଲେ। କବି କେଦାର…

ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମ ଜୀବନୀ ଲାଲ ଘୋଡ଼ାର ସଇସ ଲୋକାର୍ପିତ

ଭୁବନେଶ୍ୱର : ବରିଷ୍ଠ ଲେଖକ ସୂର୍ଯ୍ୟମଣି ତ୍ରିପାଠୀଙ୍କ ଆତ୍ମଜୀବନୀ ପୁସ୍ତକ ଲାଲ ଘୋଡ଼ାର ସଇସ ଲୋକାର୍ପିତ ହୋଇ ଯାଇଛି। ଅବସର ପ୍ରାପ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ଅଧ୍ୟାପକ ବିଶ୍ୱରଞ୍ଜନ , ଦାଶ ବେନେହୁର , ବସନ୍ତ କୁମାର ପଣ୍ଡା,…

ସାହିତ୍ୟ କୌଣସି କାଳରେ କ୍ଷଣିକ ମନୋରଞ୍ଜନର ସାମଗ୍ରୀ ନୁହେଁ : ଭୀମ ପୃଷ୍ଟି

ସମ୍ପ୍ରତି ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ଲେଖକ ଭୀମ ପୃଷ୍ଟି । ତାଙ୍କ ସ୍ୱର ଖୁବ ଶାଣିତ । ବାସ୍ତବତାକୁ ନିଜେ ଅନୁଭବ କରି ସେଥିରେ କଳ୍ପନାର ରଙ୍ଗ ଭରି ସେ ସାହିତ୍ୟ ସୃଷ୍ଟି କରନ୍ତି। ତାଙ୍କ ସୃଷ୍ଟିର କ୍ଷେତ୍ର ଖୁବ ପରିବ୍ୟାପ୍ତ । ନିତିଦିନିଆ ଜୀବନର ଘଟଣାବଳି ସବୁ ତାଙ୍କ କଲମ ମୁନରେ ରୂପ…

ଭଲ କବିତାର ଖୋଜ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା

ବାଲେଶ୍ଵର : ଭଲ କବିତାର ଖୋଜ୍ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା ଆଜି ଏହାର ୬୭ତମ ଆସରରେ ଅନୁଷ୍ଠିତ ହୋଇଛି।  ସ୍ଥାନୀୟ ହୋଟେଲ ପଞ୍ଚଜନ୍ୟ ପରିସରରେ ୨୦୧୯ର ପ୍ରଥମ ଆସର ଆୟୋଜିତ ହୋଇଥିଲା। ଏଣିକି ପ୍ରତ୍ୟେକ ମାସରେ ଗୋଟିଏ ଆସର ଜଣେ ସ୍ରଷ୍ଟାଙ୍କୁ ନିବେଦିତ ହେବ ଏବଂ ସେହି ଆସରରେ…

ତିନୋଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାରସ୍ୱତ ସଂଗଠନ ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ତରଫରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ,ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ ଆଣ୍ଡ ଲେଟର୍ସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ଶାନ୍ତନୁ କୁମାର…

 କଥାକାର ଅଖିଳ ମୋହନଙ୍କ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ ଜାନୁଆରି ୩୧ରେ

ଭୁବନେଶ୍ୱର: ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ‘ଅଖିଳାୟନ’ କାର୍ଯକ୍ରମ ଜରିଆରେ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ ଅନନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି…

ସୃଜନାତ୍ମକ ମୌଳିକ ଲେଖା କ୍ଷେତ୍ରରେ କୌଣସି ସାଲିସ କରାନଯାଉ :ବିଷ୍ଣୁ ସାହୁ

ଓଡ଼ିଆ ଗଳ୍ପସାହିତ୍ୟରେ ନିଜର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଓ ପାଠକୀୟତାକୁ ଆଧାର କରି ବିଷ୍ଣୁ ସାହୁ ଜଣେ ସାର୍ଥକ କଥାଶିଳ୍ପୀ ଭାବେ ବହୁ ଚର୍ଚ୍ଚିତ। ଏକ ସୁନ୍ଦର ସମ୍ଭ୍ରାନ୍ତ ଶୈଳୀ , ଚମତ୍କାର ଚରିତ୍ର ନିର୍ମାଣ , ଗଳ୍ପରେ ପ୍ରଚୁର ସଂଜ୍ଞା ଓ ଚିତ୍ରଭାଷାରେ ବିନ୍ୟାସ ତାଙ୍କ ପ୍ରତିଷ୍ଠା ଓ…

ମନପକ୍ଷୀ ଝୁରେରେ କବିତା ବହି ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଲୋଚାପଡ଼ା ଶକ୍ତିନଗରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ସଙ୍କଳିତ "ମନପକ୍ଷୀ ଝୁରେରେ " କବିତା ବହିର ଉନ୍ମୋଚନ ହୋଇଯାଇଛି। ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ବହୁମୁଖୀ ସମାଜ…