Latest Odisha News

BREAKING NEWS

Browsing Tag

Maharashtra Politics

‘ମହାରାଷ୍ଟ୍ର’, ଗାଦିରେ ବସିଲେ, ଲାତ ମାରିଲେ !

ଭୁବନେଶ୍ୱର: ଚର୍ଚ୍ଚାରେ ମହାରାଷ୍ଟ୍ରର ସର୍ଭେ ରାଜନୀତି। ସିନ୍ଦେ ଗୋଷ୍ଠି ଶିବସେନା ପକ୍ଷରୁ ମହାରାଷ୍ଟ୍ରର ଏକ ସର୍ଭେ ସମ୍ପର୍କିତ ବିଜ୍ଞାପନକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଛି। ଏହି ସର୍ଭେ ଅନୁଯାୟୀ ମହାରାଷ୍ଟ୍ର ଜନତା ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ…

ମହାରାଷ୍ଟ୍ରରେ ସ୍ଥିତି ଟଳମଳ, ସେପଟେ ଦେଶର ସଂଗଠନ ସଜାଡୁଛନ୍ତି ସିନ୍ଦେ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଆସନ, ଦଳୀୟ ଚିହ୍ନ ଓ ମୂଳ ଶିବସେନାକୁ ନିଜ ଆଡକୁ ଆଣିବାକୁ ସମର୍ଥ ହୋଇଥିବା ଏକନାଥ ସିନ୍ଦେ ଏବେ ଦେଶବ୍ୟାପୀ ଦଳକୁ ସୁଦୃଢ଼ କରିବାକୁ ଲାଗି ପଡିଛନ୍ତି। ଦେଶର ୧୫ ଟି ରାଜ୍ୟର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କ ସହ କାଶ୍ମୀରର ଶ୍ରୀନଗରରେ ବୈଠକ କରିଛନ୍ତି ସିନ୍ଦେ।…

‘ମହାରାଷ୍ଟ୍ର ରାଜନୀତି’, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ଭାଙ୍ଗିଯିବ ସରକାର !

ଭୁବନେଶ୍ୱର: ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଉପରେ ପ୍ରମୁଖ ଦଳଗୁଡିକର ନଜର ରହିଛି। ପ୍ରଥମେ ଏମଭିଏ ମେଣ୍ଟ ସରକାର ଗଢିଥିବା ବେଳେ ଘଟଣାକ୍ରମେ ସିନ୍ଦେ ବିଜେପି ସରକାର ଏବେ ରାଜ୍ୟରେ ଚାଲିଛି। ମହାରାଷ୍ଟ୍ର ରାଜନୀତି ଏବେ ବହୁ ଉତ୍ଥାନପତନ ମଧ୍ୟରେ…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ହଟାଇବାକୁ ବାଟ ଖୋଜୁଛି ବିଜେପି!

ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ।…

ମହାରାଷ୍ଟ୍ରରେ ପାୱାର କଷୁଛନ୍ତି କର୍ଣ୍ଣାଟକ ଗଣିତ !

ଭୁବନେଶ୍ୱର: କଂଗ୍ରେସର ୪୦ ପ୍ରତିଶତ କମିଶନ ଫଣ୍ଡା କର୍ଣ୍ଣାଟକରେ କାମ କରିବା ପରେ ଏହି ଫଣ୍ଡାକୁ ଅନ୍ୟ ରାଜ୍ୟରେ ଆପଣାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଯଦି କର୍ଣ୍ଣାଟକରେ ୪୦ ପ୍ରତିଶତ କମିଶନର ଦୁର୍ନୀତି ଥିଲା ତହେଲେ ମହାରାଷ୍ଟ୍ରରେ ଦୁର୍ନୀତିର ମାତ୍ରା ଶହେ ପ୍ରତିଶତ। ତେଣୁ ଏହି…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ଡରାଉଛନ୍ତି ଉଦ୍ଧବ !

ଭୁବନେଶ୍ୱର: ଶିବସେନା ବିବାଦ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ମହାରାଷ୍ଟ୍ର ରାଜନୀତି ଉଗ୍ର ରୁପ ନେବାରେ ଲାଗିଛି। ସିନ୍ଦେ ଗୋଷ୍ଠୀର ୧୬ ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହେବେ ବୋଲି ବିରୋଧୀ ଆଶା ରଖିଥିବା ବେଳେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। କିନ୍ତୁ ସୁପ୍ରିମକୋର୍ଟ ଏ…

‘ମହାରାଷ୍ଟ୍ର ରାଜନୀତି’, ଘରକୁ ପଳେଇଲେ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିକୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ପଦାକୁ ଆସୁଛି। ସିନ୍ଦେ ବିଜେପି ସରକାରର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା…

ମହାରାଷ୍ଟ୍ରରେ ପୁଣିଥରେ ଏମଭିଏ ସରକାର !

ଭୁବନେଶ୍ୱର: ମହାରଷ୍ଟ୍ର ରାଜନୀତି କେତେବେଳେ କେଉଁ ମୋଡ଼ ନେବ ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ମୁଣ୍ଡ ଟେକୁଛି। ପ୍ରତ୍ୟେକ ଦିନ ବଡ଼ ନେତାମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଏନସିପି ନେତା ତଥା ମହାରଷ୍ଟ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିଜ ସମର୍ଥିତ ପ୍ରାୟ ୪୦ ଜଣ…

କେବେ ଭାଙ୍ଗିବ ସିନ୍ଦେ ବିଜେପି ସରକାର?

ଭୁବନେଶ୍ୱର: ଦେଶରେ ଏବେ ମହାରାଷ୍ଟ୍ର ଚର୍ଚ୍ଚା ଅନ୍ୟ ସବୁ ଚର୍ଚ୍ଚାକୁ ବଳିଯାଇଛି। ମହାରାଷ୍ଟ୍ର ରାଜନୀତି କେଉଁ ରୂପ ନେବ ତାକୁ ନେଇ ସାରା ଦେଶର ରାଜନୈତିକ ମହଲରେ ଜୋରଦାର ଆଲୋଚନା ହେଉଛି। ଏନସିପି ନେତା ଅଜିତ ପାୱାରଙ୍କ ମନ୍ତବ୍ୟ ଓ ଏକନାଥ ସିନ୍ଦେ ଗୋଷ୍ଠୀର ପ୍ରତିକ୍ରିୟା ଆଦିକୁ ଦେଖିଲେ…

‘ମହାରାଷ୍ଟ୍ର ରାଜନୀତି’, ଅଜିତ ହେବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର: ଏନସିପି ନେତା ଅଜିତ ପାୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତିରେ ଦ୍ବନ୍ଦ୍ୱ ବଢ଼ିବାରେ ଲାଗିଛି। ନିଜ ସମର୍ଥିତ ଦଳୀୟ ବିଧାୟକଙ୍କ ସହ ଅଜିତ ବିଜେପିରେ ମିଶିବେ ବୋଲି କେବେଠୁ ଚର୍ଚ୍ଚା ହେଉଛି। ସେ ଏହାକୁ ଖଣ୍ଡନ କରି ଆସୁଛନ୍ତି। କିନ୍ତୁ ତାଙ୍କର ପ୍ରତ୍ୟେକ କଥା ଓ ପୂର୍ବ…