Latest Odisha News

BREAKING NEWS

Browsing Tag

Maharastra

୨ଯାଆଁଳା ଭଉଣୀ ପ୍ରେମରେ ଦିଓ୍ୱାନା ହେଲେ ଯୁବକ, ଗୋଟିଏ ବେଦୀରେ ସମ୍ପନ୍ନ ହେଲା ବିବାହ  

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ ବିବାହ କଲେ ଦୁଇ ଯାଆଁଳା ଭଉଣୀ  । ଦୁଇ ଭଉଣୀଙ୍କ ହୃଦୟ ଚୋରି କଲେ ଆଇଟି ଇଞ୍ଜିନିୟର ଅତୁଲ । ଜଣେ ଯୁବକଙ୍କୁ ହିଁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି ।  ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ନିଆରା ବାହାଘର …

ପ୍ରେମରେ ବାଧକ ସାଜିଲା ଧର୍ମ , ଲାଠି ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ପ୍ରେମ ଏଭଳି ଏକ ଶବ୍ଦ ଯାହାର ତୁଳନା ନାହିଁ  । ପ୍ରେମ କେବେ ଦେଖିନଥାଏ ସ୍ବାର୍ଥ ଟଙ୍କା କି କୌଣସି ଜାତି ଏବଂ ଧର୍ମ । ପ୍ରେମ ସର୍ବଦା ହୃଦୟର ଭାବାବେଗ ସହ ଜଡ଼ିତ ରହିଛି । ଯାହା ମଣିଷକୁ ବଶୀଭୂତ କରିଥାଏ  । ଏହି ପ୍ରେମରେ ଜାତି ଧର୍ମକୁ ନେଇ ମହାରାଷ୍ଟ୍ରର ନାନ୍ଦେଡରୁ ଆସିଛି…

୨୦ ଦିନର ଅସୁସ୍ଥ ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା’

ମହାରାଷ୍ଟ୍ର : ମା ସାଜିଲା ହତ୍ୟାକାରୀ । ଅସୁସ୍ଥ ଶିଶୁ କନ୍ୟାର ତଣ୍ଟିଚିପି ହତ୍ୟା କଲା ମା । ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଆକୋଲାଠାରେ ଘଟିଛି  । ଶିଶୁଟି ଜନ୍ମରୁ ଅସୁସ୍ଥ ରହିଥିଲା। ତେଣୁ ଶିଶୁର ମା ଜଣକ ରାଗିଯାଇ ହତ୍ୟା କରିଛନ୍ତି  । ପୁଲିସ୍‌ କହିଛି ଯେ ୱାଡି ଆମଦପୁର…

ସମୁଦ୍ରରୁ ଭାସି ଆସିଥିବା ଡଙ୍ଗାରୁ ମିଳିଲା ୩ଟି ଏକେ-୪୭ ସହ ଗୁଳି

ମୁମ୍ବାଇ:  ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ହରିହରେଶ୍ୱର ଉପକୂଳରେ ଡଙ୍ଗାରୁ ତିନୋଟି AK-47 ଏବଂ ଗୁଳି ଜବତ କୁ ନେଇ ହାଇ ଆଲର୍ଟ ଜାରି କରାଯାଇଛି। ଏହା ପରେ ଆତଙ୍କବାଦୀ ଷଡଯନ୍ତ୍ରର ସମ୍ଭାବନା ଥିବାରୁ ପୋଲିସ ସତର୍କ ହୋଇଥିଲା । ପୋଲିସ ଏକ ଦଉଡି ସାହାଯ୍ୟରେ ଡଙ୍ଗାକୁ କୂଳକୁ ଟାଣି ଦେଖିବାକୁ…

ଉଦ୍ଧବ ଠାକରେଙ୍କୁ ପୁଣି ଲାଗିବ ଝଟକା! 7 ଜଣ ସାଂସଦ ବୈଠକକୁ ଆସିଲେନି

ଓଡ଼ିଶା ସମ୍ବାଦ ବ୍ୟୁରୋ:  ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳରୁ ଜଣକ ପରେ ଜଣେ ନେତା ଦଳ ଛାଡି ସିନ୍ଦେଙ୍କ ଗୋଷ୍ଠୀରେ ମିଶୁଛନ୍ତି । ଉଦ୍ଧବ ଦଳ ବଂଚାଇବା ପାଇଁ ବୈଠକ ପରେ ବୈଠକ କରୁଛନ୍ତି । ତେବେ ନେତାଙ୍କୁ ଅପେକ୍ଷା କରି କରି ବେଳ ଯାଉଛି ।  ନିକଟରେ ମହାରାଷ୍ଟ୍ରରେ କ୍ଷମତା ହରାଇଥିବା…

ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ

ମୁମ୍ବାଇ :ଏକନାଥ ସିନ୍ଦେ ନେତୃତ୍ୱାଧୀନ ଦଳ ଏବଂ ବିଜେପି ସରକାର ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ବହୁମତ ହାସଲ କରିବାର ଗୋଟିଏ ଦିନ ପରେ ବାଚସ୍ପତି ରାହୁଲ ନର୍ବେକର 14 ଟି ଶିବସେନା ବିଧାୟକଙ୍କ ଅଯୋଗ୍ୟତା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୋମବାର ସନ୍ଧ୍ୟାରେ ବିଧାୟକଙ୍କ ଅଯୋଗ୍ୟତା ପାଇଁ ଏକ ଆବେଦନ…

ଏକନାଥ ସିନ୍ଦେ ସରକାର ଆସ୍ଥା ଭୋଟରେ ବିଜୟୀ

ମୁମ୍ବାଇଁ:  ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟରେ ବିଜୟୀ ହୋଇଛନ୍ତି । ବିଧାନସଭା ବାଚସ୍ପତି ରାହୁଲ ନାର୍ବେକର ଏହା ଘୋଷଣା କରିଛନ୍ତି । https://twitter.com/ANI/status/1543840890065928192 164 ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି…

ଆଜି ଆସ୍ଥା ଭୋଟ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମହାରାଷ୍ଟ୍ର  ବିଧାନସଭାରେ ଆଜି ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜିର ସଂଖ୍ୟା ଗରିଷ୍ଠତା ପ୍ରମାଣକୁ  ଉଦ୍ଧବ ଗୋଷ୍ଠୀ ଏବଂ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବଡ଼ ଲଢ଼େଇ ଭାବେ ବିବେଚନା କରାଯାଉଛି। ତେଣୁ ଫ୍ଲୋର ଟେଷ୍ଟ୍‌ ଉପରେ ସମସ୍ତଙ୍କ ନଜର ରହିଛି। ଫ୍ଲୋର ଟେଷ୍ଟ ପରେ…

ମହାରାଷ୍ଟ୍ର ବାଚସ୍ପତି ନିର୍ବାଚନ:ରାହୁଲ ନାର୍ବେକର ହେଲେ ବାଚସ୍ପତି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ରାହୁଲ ନାର୍ବେକର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରାହୁଲଙ୍କୁ 164 ବିଧାୟକଙ୍କ ସମର୍ଥନ ମିଳିଛି ।  ତାଙ୍କୁ ବାଚସ୍ପତି ଭାବେ ଘୋଷଣା କରାଯାଇଛି । https://twitter.com/ANI/status/1543482395243847680…

ସଞ୍ଜୟ ରାଉତଙ୍କୁ ଇଡି କଲା 10 ଘଣ୍ଟା ଜେରା

ମୁମ୍ବାଇ:  ସରକାର ଯିବାପରେ ଶିବସେନା ନେତା ସଂଜୟ ରାଉତଙ୍କ ଆଉ ସେତେ ଭାଉ ଦେଖାଯାଉନାହିଁ  ।  ଶିବସେନାର କୁହାଳିଆ ନେତାଙ୍କ ପାଟି ଖନିମାରିଯାଇଛି ଇଡି ଜେରାରେ । 10ଘଣ୍ଟାକାଳ ଇଡି ଏଣୁ ତେଣୁ ପ୍ରଶ୍ନ ପଚାରି ସଂଜୟ ରାଉତଙ୍କୁ ବିରକ୍ତି କରିଦେଇଥିବା ଦେଖାଦେଇଥିଲା । ଗତକାଲି  ରାତି ପ୍ରାୟ…