Latest Odisha News
Browsing Tag

Maharastra

ଆଜି ରାତିରୁ ଏହି ୨ ସ୍ଥାନରେ ଲାଗୁ ହେବ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସ୍ଥିତି ବିଗାଡ଼ୁଛି କରୋନା । ରବିବାର ରାଜ୍ୟରେ ୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ପ୍ରାୟ ୧ ହଜାର ମାମଲା ଅମରାବତୀରୁ । ଏହାକୁ ଦୃଷ୍ଟିରେ ରଖି ଅମରାବତୀ ଓ ଅଚଳପୁର ମହାନଗର ନିଗମରେ ଆଜି ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯିବ । ଏନେଇ…

ସ୍ବାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା, ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ, ୧୨…

ମହାରାଷ୍ଟ୍ର: ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ଦିଆଯାଇଛି ହ୍ୟାଣ୍ଡ ସାନିଟାଇଜର ଡ୍ରପ୍ । ମହାରାଷ୍ଟ୍ରର ୟାଭତମାଲରୁ ସ୍ୱାସ୍ଥ୍ୟକର୍ମୀଙ୍କ ସଂଘାତିକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ସାନିଟାଇଜର ଡ୍ରାପ ଖାଇ ୫ ବର୍ଷରୁ କମ୍ ୧୨ ଶିଶୁ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଗୁରୁତର…

ଆଗାମୀ ୬ ମାସ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ; ଉଦ୍ଧବ ଠାକରେ

ମୁମ୍ବାଇ: କରୋନାକୁ ଏଡାଇବା ପାଇଁ ସାରା ବିଶ୍ୱରେ ଟିକା ପରୀକ୍ଷା ଦ୍ରୁତ ଗତିରେ ଚାଲିଛି। ଅନ୍ୟପକ୍ଷରେ, ସତର୍କତା ଭାବରେ କରୋନାକୁ ଏଡାଇବା ପାଇଁ ଅଧିକାଂଶ ଦେଶରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ଆଜି ମହାରାଷ୍ଟ୍ରରେ ଆସନ୍ତା ୬ ମାସ ପାଇଁ ମାସ୍କ ପିନ୍ଧିବା…

ଚାକିରିରୁ ଅବସର ପର‌େ କଲ‌େ ‌‌ଟ୍ର‌େନ୍ ଡବା ପରି ଘର

ମୁମ୍ବାଇ: ରେଳବାଇ ବିଭାଗରେ ପ୍ରାୟ ୩୮ ବର୍ଷ ଚାକିରି କରିବା ପରେ ଅବସର ନେଇଛନ୍ତି ମହାରାଷ୍ଟ୍ରର ରୋହିଦାସ ସିନ୍ଧେ। ହ‌େଲ‌େ ଚାକିରି ପ୍ରତି ତାଙ୍କର ଏତ‌େ ଭଲ ପାଇବା ଥିଲା ଯେ ସେ ନିଜ ଘରକୁ ମଧ୍ୟ ଦେଇଦ‌େ‌ଲ‌େ ଟ୍ରେନ୍ ଆକାର। ମହାରାଷ୍ଟ୍ରର ସାଙ୍ଗଲି ଅଞ୍ଚଳରେ ରୁହନ୍ତି ରୋହିଦାସ…

ଅଢ଼େଇ ଲକ୍ଷ ଟଙ୍କାର ପିଆଜ ଚୋରି, ୪ ଗିରଫ

ପୁଣେ: କନ୍ଦାଉଛି ପିଆଜ । ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର । ଯାହା ଗ୍ରାହକଙ୍କ ମୁଣ୍ଡରେ ଚଡକ ପଡିଛି । ବଜାରରେ ପିଆଜ ଦର କିଲୋପ୍ରତି ୮୦ ଟଙ୍କା ଉପରେ ରହିଛି । ଏଭଳି ସ୍ଥିିତିରେ ମହାରାଷ୍ଟ୍ରରୁ ପିଆଜ ଚୋରି ଅଭିଯୋଗ ଆସିଛି । ପୁଣେର ଗ୍ରାମାଂଚଳ ପୋଲିସ ଏହି ଅଭିଯୋଗରେ ୪ ଜଣଙ୍କୁ ଗିରଫ…

କାର୍‌ରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା

ନୂଆଦିଲ୍ଲୀ: ଜୀବନ୍ତ ଜଳିଗଲେ ଏନ୍‌ସିପି ନେତା । ସର୍ଟସର୍କିଟ ଯୋଗୁଁ କାର୍‌ରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ଏନ୍‌ସିପି ନେତା ସଞ୍ଜୟ ସିନ୍ଦେ। ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମଙ୍ଗଳବାର ମୁମ୍ବାଇ-ଆଗ୍ରା ରାଜମାର୍ଗରେ ପିମ୍ପଲଗାଓ ବସବନ୍ତ ଟୋଲ ପ୍ଲାଜା ନିକଟରେ ଏହି…

ମହାରାଷ୍ଟ୍ରରେ କୋଠା ଭୁଶୁଡି ୧୦ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଭିୱଣ୍ଡିରେ ଅଘଟଣା । ଭୁଶୁଡିଲା ୩ ମହଲା କୋଠା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଏମ୍‌ସି ସୂଚନା ଦେଇଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଏନ୍‌ଆର୍‌ଏଫ୍ ଦ୍ୱାରା…

ରାଜ୍ୟପାଳଙ୍କୁ ଭେଟିଲେ ଉଦ୍ଧବ ଠାକରେ; ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଆସନ୍ତା କାଲି ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଆଜି ସକାଳେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ…

ମହାରାଷ୍ଟ୍ରରେ ରାତାରାତି ବଦଳିଲା ରାଜନୈତିକ ସମୀକରଣ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡନାଭିସ୍

ମୁମ୍ବାଇ: ବହୁ ପ୍ରତିକ୍ଷିତ ମହାରାଷ୍ଟ୍ର ଆସନକୁ ନେଇ ଜାରି ରହିଥିବା ହାଇଭୋଲଟେଜ୍ ଡ୍ରାମାର ଅନ୍ତଘଟିଛି । ରାତାରାତିି ମହାରାଷ୍ଟ୍ରରେ ରାଜନୈତିକ ସମୀକରଣ ବଦଳିଥିବା ବେଳେ ସରକାର ଗଢିଛନ୍ତି ବିଜେପି-ଏନସିପି ମେଣ୍ଟ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର…

ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ଆସନ ଲାଗି ଶନିବାର ଦିନ ନିର୍ବାଚନ ତାରିଖ ଘୋଷିତ ହୋଇଛି । ଭାରତ ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପରେ ୨୪ ତାରିଖରେ ଭୋଟ୍ ଗଣତି ହେବାକୁ…