Latest Odisha News
Browsing Tag

Malkangiri

ଘୋଡ଼ାରେ ବସି ନିଜ କର୍ତ୍ତବ୍ୟ କରୁଛନ୍ତି ଏହି ଇଞ୍ଜିନିୟର୍, କାହିଁକି ଜାଣନ୍ତୁ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଘୋଡାପିଠିରେ ବସି ରାସ୍ତାଘାଟ ମରାମତି କାର‌୍ୟ୍ୟ ତଦାରଖ କରୁଛନ୍ତି ଜଣେ ବ୍ୟକ୍ତି। ସେ କୌଣସି ସାମନ୍ତ କିମ୍ବା ଜମିଦାର ନୁହଁନ୍ତି । ସମ୍ପୄକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ୪୧ ବର୍ଷୀୟ ପ୍ରଶାନ୍ତ କୁମାର ବେହେରା, ଯଏକି ମାଲକାନଗିରି…

ଖାପ୍ ପଞ୍ଚାୟତରେ ଗଣ୍ଡଗୋଳ, ୨ ମୃତ

ମାଲକାନଗିରି: ମାଲକାନଗିରିର ଏମପିଭି-୩୩ ଗ୍ରାମରେ କୌଣସି ବିବାଦର ସମାଧାନ ପାଇଁ ବସିଥିବା ଖାପ୍ ପଞ୍ଚାୟତର ବୈଠକ ଏକପ୍ରକାର ରଣକ୍ଷେତ୍ର ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର ବିଧାନ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତିଙ୍କର ପାରିବାରିକ ବିବାଦର ସମାଧାନ ଲାଗି ଖାପ୍ ପଞ୍ଚାୟତ ବୈଠକ…

ମାଓବାଦୀ ଭୟରେ ଭିଟାମାଟି ଛାଡିଲେ ମାଲକାନଗିରିର ଗୋଟିଏ ପରିବାର

ମାଲକାନଗିରି: ମାଓବାଦୀ ଭୟରେ ନିଜର ପୈତୃକ ଗ୍ରାମ ଛାଡିଛନ୍ତି ମାଲକାନଗିରିର ଗୋଟିଏ ଆଦିବାସୀ ପରିବାର । ଡାବୁଗୁଡା ଗ୍ରାମରେ ବାସ କରୁଥିବା ଏହି ପରିବାରର ୧୩ ଜଣ ସଦସ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗାଁ ଛାଡିଛନ୍ତି । ଏନେଇ ମୁଦୁଲିପଡା ଥାନାରେ ଏତଲା ଦେବା ପରେ ସେମାନେ…

ଜଳସ୍ତର ହ୍ରାସ ନହେଲେ କରାଯିବ ଆନ୍ଦୋଳନ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଥିତ ବାଲିମେଳା ଜଳଭଣ୍ଡାରରେ ବଢୁଥିôବା ଜଳାଶୟକୁ ଆଗାମୀ ଦିନରେ ହ୍ରାସ ନକରାଗଲେ ଆନ୍ଦୋଳନ କରାଯିବ ବୋଲି ଏକ ଆଦିବାସୀ ସଙ୍ଗଠନ ଚେତାବନୀ ଦେଇଛି । ଏକ ବିଜ୍ଞପ୍ତିରେ ‘ଆଦିବାସୀ ବିପ୍ଲବୀ ଚାଷୀ ସଙ୍ଗଠନ’ କହିଛନ୍ତି, ଜଳାଶୟରେ ବୃଦ୍ଧି ପାଉଥିବା ଜଳ…

ମାଲକାନଗିରିରେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଶୁକ୍ରବାର ରାତିରେ ପୋଲିସ ନିକଟରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାମ ମାଡକାମୀ ଦୁଲା ବୋଲି ଜଣାପଡିଛି । ସେ ଆନ୍ଧ୍ର-ଓଡିଶା ସୀମା ସମିତିର ଏକ କ୍ୟାଡର ମାଓବାଦୀ ଥିଲା । କୋରାପୁଟର…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବୁଧବାର ବିଳମ୍ବିତ ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାରେ ପ୍ରାୟ ୧୪.୮ମିମି. ବର୍ଷା ହୋଇଥିବା ନେଇ ଜଣାପଡିଛି । ମିଳିଥିବା…

ଉଛୁଳିଲା ସାବେରୀ ନଦୀ, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାର କେତେକ ଭାଗରେ ଗତ କିଛି ଦିନ ହେବ ବର୍ଷା ଛାଡି ଯାଇଥିଲେ ମଧ୍ୟ ପରିସ୍ଥିତି ସୁଧୁରିନି । ଏବେବି ବର୍ଷା ପାଣି ଯୋଗୁଁ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କୋରକୋଣ୍ଡା ଓ ଏମଭି-୩୬ ପୋଲ ବୁଡିଯିବା ଫଳରେ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ…

ମାଲକାନଗିରିରେ ପଞ୍ଚାୟତ ଅଫିସ୍ ଉଡାଇଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀ ମାନେ ଶୁକ୍ରବାର ବିଳମ୍ବିତ ରାତିରେ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଗତକାଲି ରାତିରେ ପାଖାପାଖି ୩୦ରୁ ୪୦ ଜଣ ସଶସ୍ତ୍ର ମାଓବାଦୀ ଆସି ବିସ୍ଫୋରଣ କରି…

ମାଲକାନଗିରିରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି-ଜୟପୁର ରାସ୍ତା ନିକଟରେ ସୋମବାର ଦିନ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଜଣେ ବିଏସଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ବିଏସଏଫ୍ ଯବାନମାନେ ମାଲକାନଗିରି-ଜୟପୁର ରାସ୍ତା ନିକଟ ଗୋବିନ୍ଦପଲ୍ଲୀ ଅଞ୍ଚଳରେ କମ୍ବିଂ ଅପରେସନ୍ କରୁଥିବାବେଳେ…