Latest Odisha News

BREAKING NEWS

Browsing Tag

Manas Ranjan Mahapatra

କବିତା : ଲେଉଟ ଚକୁଳି

ମାନସ ରଞ୍ଜନ ମହାପାତ୍ର  ଫେରିବାକୁ ଚାହୁଁଛ ତ ଯାଅ ! ମୋଗଲ ହାରେମରେ ରହୁଛି ମୁଁ କଳିଙ୍ଗର ରାଜଜେମା ବଳିପଡିଛି ଯୁଦ୍ଧରେ ହଜିଯାଇଛି ମାଳିନୀ ନଦୀ ଇତିହାସରେ ଯୁଗେଯୁଗେ କାହିଁକି ଯେ ମୋ ପରି ନିରୀହା ଝିଅମାନେ ବଳିପଡୁଥନ୍ତି ଇତିହାସ ଲେଖାଯାଏ ଦିଗବିଜୟର ନିରବରେ ନିରତକ୍ଷଣରେ…

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର  କେଉଁ ଟ୍ରକ୍ ଡାଲାରେ ହଜିଲ କେଉଁ ଜଙ୍ଗଲ ରେ, ପାହାଡ଼ରେ ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ ! ସେଦିନ ଗଲ ଯେ ଗଲ ଓ ମୁଁ ଖୋଜିଲି ସାରା ପୃଥିବୀ, ମହାଦେଶ, ମହାନଗରୀ, ମହାସାଗର କେଉଁ ଯୋଗୀ ବେଶରେ, କେଉଁ ହିମାଳୟ କି ଆଲପସ୍ କି କେଉଁ…

କବିତା : ଦେବୀ

ମାନସ ରଞ୍ଜନ ମହାପାତ୍ର  କେବେ ସରିଯିବ ଏ ରହସ୍ୟର ଦିନସବୁ,କେବେ ? କେଉଁ ଅଜଣା ଶତାବ୍ଦୀରେ ଆମେସବୁ ଗପୁଥିବୁ ଅଧରାତି ଯାଏଁ ଖଟିରେ କେବେ ମୋର ଅଲିଅଳି ଝିଅ ଉଡି ବୁଲିବ ଚଢେଇଟେ ହେଇ ଆକାଶରେ ଜାଣ, ଏବେ ସବୁଆଡେ ବନ୍ଦ ବନ୍ଦ ଆକାଶ,ପବନ,ଅଗ୍ନି ଜଳମଗ୍ନ ପୃଥିବୀ, ନିରବ ସବୁ ହୃଦୟ…

କବିତା : ଗୀତ ଯାଏ ଗାଇ

ମାନସ ରଞ୍ଜନ ମହାପାତ୍ର ସକାଳ ଖୋଜିବି ବୋଲି ସେଦିନ ମୁଁ ଚାଲିଲି ଏକାକୀ ବାଟ ସବୁ ଲମ୍ବିଗଲା, ଜୀବନ ବି ରହିଗଲା ବାକି ଏ ଜୀବନ ପୂର୍ଣ୍ଣ କର ମାଗିଲି ମୁଁ ତୁମରି ଦୁଆରେ ତୁମେ ରହିଲ ଅଜଣା କେଉଁ ଏକ ନିଭୃତ ମନ୍ଦିରେ ଚାଲିଲାନି ଗୋଡ଼ ହାତ ମଥା ମୋର ହୋଇଲା ଅବଶ ଯେତେ ସବୁ ଚିହ୍ନା…

କବିତା : ମେଞ୍ଚଡ଼ ଟୋକାଟା

ମାନସ ରଞ୍ଜନ ମହାପାତ୍ର ସେଦିନ ସେ ମେଞ୍ଚଡ ଟୋକାଟା ଭାସିଗଲା ନାଳରେ ଖବର ଦାତାମାନେ ତା' ମାଆର ଫଟୋ ଉଠେଇଲେ କାନ୍ଦି କାନ୍ଦି ଶେତା ପଡ଼ିଯାଇଥିଲା ଯିଏ ତା ଶୋଇବା ଘରେ ସରକାର ବ୍ୟସ୍ତ ଥିଲା ଗରିବ ଲୋକଙ୍କ ଲାଗି ଘୋଷଣା କରିବାକୁ ନୂଆ ସ୍ୱାସ୍ଥ୍ୟ ବୀମା ବଲାଙ୍ଗୀରରେ…

ରାଜ୍ୟପାଳଙ୍କ ଦ୍ୱାରା ‘ କେତେ ରଙ୍ଗର ଆକାଶ ‘ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ମାନସ ରଞ୍ଜନ ମହାପାତ୍ରଙ୍କ କବିତା ସଙ୍କଳନ "କେତେ ରଙ୍ଗର ଆକାଶ" ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । ପକ୍ଷୀଘର ପ୍ରକାଶନୀ ଦ୍ଵାରା ପ୍ରକାଶିତ କବିଙ୍କର ଏହି ଷଷ୍ଠ ପୁସ୍ତକଟିରେ ଗତ ଅର୍ଦ୍ଧ…

କବିତା : ମଶାଣି ଛକର ସେଇ ପାଗଳ

ମାନସ ରଞ୍ଜନ ମହାପାତ୍ର  ମୋ ସ୍ତ୍ରୀ, ପିଲାମାନେ ଓ ଘର ବହୁଦିନୁ ଫେରାର୍ ଫେରାର୍ ମୋ ସାଙ୍ଗମାନେ, ପରିଚିତ ଚା' ଦୋକାନର ଭିଡ଼ ପୁରୁଣା ଛକରେ ଏବେ ଟୁପଟାପ୍ ଫୁସ୍ ଫାସ୍ ଯେ କେହି ଜଣେ ପାଗଳ ନୂଆ ହେଇ ବୁଲୁଛି ସହରସାରା ସେଇ ପୁରୁଣା ପାଗଳ କି? କିଏ ଜଣେ ସିଏ ଦିଶେ ସବୁ ଛକରେ…

କବିତାର ଭାବ ହିଁ ମତେ ବଞ୍ଚିବାର ପ୍ରେରଣା ଦିଏ : ମାନସ ରଞ୍ଜନ ମହାପାତ୍ର

ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନସ ରଞ୍ଜନ ମହାପାତ୍ର । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ଅନୁବାଦ ଏବଂ ପତ୍ରିକା ସମ୍ପାଦନା; ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କ ରଚିତ ପ୍ରତିଟି ରଚନାରେ ଝରେ ବିଦ୍ରୋହର ସ୍ୱର, ପୁଣି ସମାନତାର ରାଗ । ନିଜ ଜନ୍ମମାଟିର ପ୍ରତିଟି…