Latest Odisha News
Browsing Tag

Manipur

ଅଶାନ୍ତ ମଣିପୁର, ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ସୁରକ୍ଷାକର୍ମୀ

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ଏନକାଉଣ୍ଟର । ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ମଣିପୁର ପୋଲିସର ଯବାନ । ମଣିପୁରର ଏକାଧିକ ଅଞ୍ଚଳରେ ୮ ଘଣ୍ଟା ଧରି ଅପରେସନ୍ ପରେ ହିଂସାରେ ସମ୍ପୃକ୍ତ ୪୦ ଜଣ ସନ୍ଦିଗ୍ଧଙ୍କୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ…

ମଣିପୁରରେ ନୀତୀଶଙ୍କୁ ଝଟକା

ନୂଆଦିଲ୍ଲୀ : NDA ମେଣ୍ଟରୁ ଅଲଗାହୋଇ ବିହାରରେ ବିଜେପିକୁ ଶକ୍ତ ଝଟକା ଦେଇଥିବା ନୀତିଶଙ୍କୁ  ମଣିପୁରରେ ଲାଗିଛି ଝଟକା । ମଣିପୁର ଜନତା ଦଳ ୟୁନାଇଟେଡ (JDU)ର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି । ମଣିପୁର ବିଧାନସଭା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ…

ଏସିଆର ବଡ଼ ମହିଳା ମାର୍କେଟ, କେବଳ ବିବାହିତ ମହିଳା ଦୋକାନ ଖୋଲିବାକୁ ଅନୁମତି 

ମଣିପୁର: ଏମିତି ଏକ ମାର୍କେଟ ଯାହା ଅନ୍ୟ ମାର୍କେଟ ଠାରୁ ଟିକେ ଖାସ୍ ରହିବ । କାରଣ ମଣିପୁରରେ ଥିବା ଏହି ମାର୍କେଟର ସ୍ବତନ୍ତ୍ରତା ହେଉଛି, ଏଠାରେ ଯେତେ ବି ଦୋକାନୀ ଅଛନ୍ତି ସମସ୍ତେ ଜଣେ ଜଣେ ମହିଳା । ଶୁଣିବାକୁ ଟିକେ ଅଜବ ଲାଗୁଥିବ ।  ଏକ ଏଭଳି ବଜାର ଯେଉଁଠି ଦେଖିବାକୁ ମିଳନ୍ତିନି…

ମଣିପୁରରେ ବିଜେପିର ବାଜିମାତ

ନୂଆଦିଲ୍ଲୀ: ମଣିପୁରରେ ବଜେପିର ବାଜିମାତ । ମଣିପୁର ଆସନ ସଖଲ କଲା ଭାରତୀୟ ଜନତା ପାର୍ଟି । ମଣିପୁର ବିଧାନସଭାର ୪ଟି ଯାକ ଆସନ ଅକ୍ତିଆର କଲା ବିଜେପି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସିଂଘଟ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଗିନସୁହାନଉ ବିଜୟୀ ହୋଇଛନ୍ତି । ଏହାସହ ଓଇନମ ଲୁଖୋଇ…

ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର, ଲୋକେ ଆତଙ୍କିତ

ମଣିପୁର: ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର ବିଷ୍ଣୁପୁର ଅଂଚଳ । ଗତକାଲି ବିଳମ୍ବିତ ରାତିରେ ବିଷ୍ଣୁପୁର ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ରାତି ୧୧ଟା ୮ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।…

ସଡକ ଦୁର୍ଘଟଣାରେ ଓଡିଶାର ଜୁଡୋ ଖେଳାଳି ଆହତ

ଇମ୍ଫାଲ୍: ମଣିପୁରସ୍ଥିତ ଇମ୍ଫାଲ୍ ନିକଟରେ ଶନିବାର ବିଳମ୍ବିତ ରାତିରେ ପ୍ରାୟ ୨୦ ଜଣ ଜୁଡୋ ଖେଳାଳିଙ୍କୁ ନେଇ ଯାଉଥୀବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛିା ଯାହା ଫଳରେ ଖେଳାଳିମାନେ ଗୁରୁତର ଆହତ ହୋଇଛନ୍ତି। ପ୍ରାପ୍ତ ସୂଚନାନୁୟାଯୀ ଉକ୍ତ ବସରେ ମୋଟ ୨୮ ଜଣ ଯାତ୍ରୀ ରହିଥୀଲେ। ଦୁର୍ଘଟଣାପରେ…